Hot Posts

6/recent/ticker-posts

କୋଟପାଡ଼ କୋର୍ଟ ରେ ତାଲୁକ ଆଇନ ସେବା ସମିତି ତରଫରୁ ବୃକ୍ଷ ରୋପଣ l

କୋଟପାଡ, ୦୬/୦୬ ( ଯଶୋବନ୍ତ ନାୟକ ) : କୋଟପାଡ଼ କୋର୍ଟ ପରିସରରେ କୋଟପାଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଯୁକ୍ତ ତ୍ରିଯିବ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତା ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ନୂତନ ଭାବରେ ଯୋଗ ଦେଇଥିବା ରେଞ୍ଜର ମାନସ ରଞ୍ଜନ ନାୟକ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ.ଅନ୍ୟ ମାନଙ୍କ ମଧ୍ୟରେ ଓକିଲ ସଂଘ ସଭାପତି ମଣି ପ୍ରସାଦ ପଟ୍ଟନାୟକ, ସମ୍ପାଦକ ମୁକ୍ତେଶ୍ଵର ନାୟକ, ପଙ୍କଜ ପାତ୍ର, ପ୍ରଦୀପ ବକ୍ସି, ଶଙ୍କର ପଣ୍ଡା, ସଂଗ୍ରାମ ଜେନା, ଚିନୁ ଷଡ଼ଙ୍ଗୀ, ଅଜୁ ପାତ୍ର, ଘନ ବିଶୋଇ, କିଶୋର ମିଶ୍ର, ଲିଙ୍ଗରାଜ ନାୟକ,ଖଗପତୀ ପାତ୍ର, କୋର୍ଟ ର ସମସ୍ତ କର୍ମଚାରି,ପୋଲିସ ବାହିନୀ ପ୍ରମୁଖ ଯୋଗ ଦେଇଥିଲେ. କୋର୍ଟ ପରିସର ର ବିଭିନ୍ନ ଗଛ ର ଗଣନା କରା ଯାଇଥିଲା