Hot Posts

6/recent/ticker-posts

ଟ୍ରକ୍ ମାଲିକ ସଂଘର ନିର୍ଵାଚନ ରେ ସଭାପତି ଭାବେ ବିଜୟୀ ହେଲେ କୋଣ୍ଡା ବାବୁ

ରାୟଗଡ଼, ୦୧/୦୬ ( ଭି. ଗୌରୀ ଶଙ୍କର ରାଓ ) : ରାୟଗଡ଼ ଟ୍ରକ୍ ୟୁନିଅନ ସଂଘ ନିର୍ଵାଚନ ପ୍ରାର୍ଥୀ ପତ୍ର ଦାଖଲ ନିମନ୍ତେ ସଭାପତି ପଦ ଭାବରେ 4ଜଣ ପ୍ରାଥୀପତ୍ର ଦାଖଲ କରିଥିଲେ ।ବିଜୟ ଲାଭ କରିଥିଲେ ୟାଲ୍ଲା କୋଣ୍ଡାବାବୁ ଟ୍ରକ ଆସୋସିଏସନ ର ସଭାପତି ଭାବେ ନିର୍ବାଚିତ ଟ୍ରକ ଆସୋସିଏସନ ଓନର୍ସ ନିର୍ବାଚନ ରାୟଗଡା ଜିଲ୍ଲାୟାଲ୍ଲା କୋଣ୍ଡା ବାବୁ 170 ଗୋଟି ଭୋଟ ପାଇ ଥୂବାବେଳେ ତାଙ୍କ ପ୍ରତିଦ୍ବନ୍ଦୀ ବି. ମନମଧା ରାଓ ( ଚିଟି ବାବୁ ) ଙ୍କୁ 148 ଖଣ୍ଡ ଭୋଟ ମିଳିଛି 22 ଗୋଟି ଭୋଟ ରେ ବିଜୟ ଲାଭ କରିଛନ୍ତି l ଏବଂ କଡ଼l ସୁରକ୍ଷା ବଳ ରେ ଵହୁ ପୋଲିସ ମୁତ୍ୱୟନ ଥିଲେ, ନିର୍ବାଚନ ଅଧିକାରୀ ଶ୍ରୀ ବ୍ରଜ ସୁନ୍ଦର ନାୟକ ସୂଚନା ଦେଇଥିବା ବେଳେ ସହ ନିର୍ଵାଚନ ଅଧିକାରି ସୁଶାନ୍ତ ପଣ୍ଡା ଓ ନୀଳାଚଳ ବିଷୟୀ ଉପସ୍ଥିତ ଥିଲେ।