କଟକ ବିଜୁ ଭବନ ସିଏମସି ମୁଖ୍ୟ ବେହାଲ , ମରାମତି ଦାବି ଜୋରଦାର
କଟକ, ୨୬/୦୬ ( କାହୁଁ ଚରଣ ବାରିକ ) : Cuttack Biju Bhaban, C.M.C Main Gate Collapse.ଦୀପତଳ ଅନ୍ଧାର... କଟକ ବିଜୁ ଭବନ ସିଏମସି ମୂଖ୍ୟ ଦ୍ୱାର ଅବସ୍ଥା କହିଲେ ନସରେ, କଥା ହେଉଛି କଟକ ମହାନଗର ନିଗମ ଅଫିସ 21 ନଂ ୱାର୍ଡ ରେ ଯାଉଛି କିନ୍ତୁ 21ନଂ ୱାର୍ଡ କର୍ପୋରେଟର ଅଶୋକ ଶର୍ମାଙ୍କ ଦେହାନ୍ତ ପରେ ଏ ୱାର୍ଡ ର କେଇ ମା ବାପା ନାହାନ୍ତି ! ସାଧାରଣ ଲୋକ କହିବା କଥା ୱାର୍ଡରେ ପରିମଳ ଓ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଠିକ ସମୟରେ ହେଉନାହିଁ, କିନ୍ତୁ ମେୟର ଇଚ୍ଛା କଲେ ଏ ସବୁ ସମସ୍ୟାର ସମାଧାନ କରିପାରିବେ ! ସାମାନ୍ୟ କିଛି ଅର୍ଥରେ ସିଏମସି ମୂଖ୍ୟ ଦ୍ୱାରା ମରାମତି ହେଲେ ତାର ସୌନ୍ଦର୍ଯ୍ୟ ପୂର୍ବପରି ଦେଖାଯିବ ବୋଲି ସାଧାରଣ ଲୋକ କହିଛନ୍ତି !