Hot Posts

6/recent/ticker-posts

କନକଲତା ଉଚ୍ଚ ବିଦ୍ୟାଳୟର ୨୦୦୫ ବ୍ୟାଚ ୨୧ ବର୍ଷ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ।

ଯାଜପୁର, ୨୮/୦୬ ( ନିରୋଜ କୁମାର ସେଠୀ ) : ଯାଜପୁର ଜିଲ୍ଲା ଯାଜପୁର ବ୍ଲକ ଅନ୍ତର୍ଗତ କନକ ଲତା ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ୨୦୦୫ ବ୍ୟାଚର ୨୧ ବର୍ଷ ପରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ସ୍କୁଲର ପୂର୍ବତନ ଶିକ୍ଷକ-ସ୍ଵର୍ଗତ ପ୍ରଫୁଲ କୁମାର ମହାନ୍ତି, ବ୍ରହ୍ମାନନ୍ଧ ରଣା, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା , ଙ୍କ ଆତ୍ମା ର ସଦ ଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ଥିଲା,ପରେ ପରେ ମଞ୍ଚାସିନ ଆଗନ୍ତୁକ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ମାନପତ୍ର ସହିତ୍ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ପୁରୁଣା ଦିନର ସ୍କୃତିକୁ ମନେ ପକାଇବା ପାଇଁ ଆଜିର ଦିନଟି ଆମ ପାଇଁ ମହତ ବୋଲି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ମତ ବ୍ୟକ୍ତ କରିଥିଲେ। ବର୍ତ୍ତ ମନର ପ୍ରଧାନ ଶିକ୍ଷକ- ରାଜ କିଶୋର ପୋଥାଳ,ଶିକ୍ଷକ ଗୋପାଳ ଚନ୍ଦ୍ର ସାହୁ, ଶିକ୍ଷୟତ୍ରୀ - ସଂଯୁକ୍ତା ସାମଲ,ରଞ୍ଜୁଲତା ଦାସ,ପ୍ରମୁଖ ଯୋଗଦାନ କରିଥିଲେ। ପରି ଚାଳନାରେ ମୁଖ୍ୟ -ଚନ୍ଧନ କୁମାର ପଣ୍ଡା, ବିନୋଦ କୁମାର ବେହେରା, ସ୍ଵାଭିମାନ ଦାସ,ବିନାୟକ ସାହୁ, ରାକେଶ ସିଂ, ସେକ ସଲାମତ,ପ୍ରାର୍ଥ ସାରଥି ମହାନ୍ତି,ସଭା ପରିଚାଳନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସବ୍ୟସାଚୀ ପତି,ବିନାୟକ ସାହୁ, ଚନ୍ଦନ କୁମାର ପଣ୍ଡା , ପିତାମ୍ବର ସାହୁ, ଧନୁର୍ଜୟ ଖଣ୍ଡାଇ,ସାଗରିକା ପଣ୍ଡା,ଲୋକନାଥ ସାହୁ, ପ୍ରଶାନ୍ତ ଯେନା, ଲକ୍ଷ୍ମୀପ୍ରିୟା ସେଠୀ, ମମତା ପଣ୍ଡା ,ସୁନିଲ ପଣ୍ଡା, ରାକେଶ କୁମାର ସିଂ, ପଦ୍ମୀନୀ ମିଶ୍ର, ଅମିତା ଦାସ, ସୁଦେଷ୍ଣା ମିଶ୍ର, ପ୍ରାର୍ଥ ସାରଥି ମହାନ୍ତି, ସ୍କୃତିରେଖା ମିଶ୍ର, ମଧୁସ୍କିତା ପାଢ଼ୀ, ବନିତା ରାଉତ, ମୋଉସୁମି ମିଶ୍ର, ଶଶ୍ମିତା ପୋଥାଳ, ବିନତି ବେହେରା, ଦେବକୀ ସିଂ, ସୁଜାତା ସାହୁ, ପ୍ରସାନ୍ତ ସାହୁ ,ଵିନୋଦ କୁମାର ବେହେରା , ନିହାର ରଂଜନ ପଣ୍ଡା, ବଳଦେବ ସାହୁ, ପ୍ରଣତି ଲେଙ୍କା ,ବିବେକାନନ୍ଦ ସାହୁ, ସ୍ଵାଗତିକା ପଣ୍ଡା, ମମତା ତ୍ରୀପାଠୀ, Smaranika panda ପ୍ରମୁଖ ଯୋଗଦାନ କରିଥିଲେ।