Hot Posts

6/recent/ticker-posts

କଟକ ତ୍ରିଶୂଳିଆ ବ୍ରିଜ୍‌ ଉପରେ ଭୟାବହ ସଡ଼କ ଦୁର୍ଘଟଣା: ହାଇୱା ସହ ପିଟିହେଲା କାର୍‌, ଚାଳକଙ୍କ ମୃତ୍ୟୁ

କଟକ, ୨୩/୦୬ ( କାହୁଁ ଚରଣ ବାରିକ ) : କଟକର ପ୍ରସିଦ୍ଧ ତ୍ରିଶୂଳିଆ ବ୍ରିଜ୍ (କାଠଯୋଡ଼ି) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଆଜି ସକାଳ ପ୍ରାୟ ୪:୫୮ ସମୟରେ ଏକ ସ୍ୱିଫ୍ଟ ଡିଜାୟର କାର୍ ଏବଂ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ କାର୍ ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ।
କଟକ ରୁ କାଁହୁ ଚରଣ ବାରିକ 
ନବଦୂତ News#