ରାମାୟଣ ଉପରେ ପ୍ରଥମ ଓଡିଆ ଆନିମେଟେଡ୍ ସିରିଜ ରିଲିଜ
କଟକ, ୨୦/୦୬ ( କାହୁଁ ଚରଣ ବାରିକ ) : ରାମାୟଣ ଉପରେ ପ୍ରଥମ ଓଡିଆ ଆନିମେଟେଡ୍ ସିରିଜ ରିଲିଜ ହୋଇଛି। ସ୍ବହା ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ଆନିମେଟେଡ୍ ସିରିଜ ଆଜିର ପିଢିର ପିଲାମାନଙ୍କ ପାଇଁ ବେଶ ରୋମାଞ୍ଚକର ଓ ଶିକ୍ଷଣୀୟ ହେବ ବୋଲି ଏହାର ନିର୍ଦେଶକ, କଣ୍ଠଶିଳ୍ପୀ ଓ ଅଭିନେତା ଆଶା ରଖିଛନ୍ତି। ଏଥିରେ ଗୀତଗୁଡିକ ମଧ୍ଯ ବେଶ ଭଲ ହୋଇଛି ଯାହାକୁ ଦର୍ଶକ ବେଶ ପସନ୍ଦ କରୀବେ।