Hot Posts

6/recent/ticker-posts

ସାମାଜିକକର୍ମୀଙ୍କ ପରଲୋକ

ସିନାପାଲି, ୧୫/୦୬ ( ପରମେଶ୍ୱର ମେହେର ) : ସିନାପାଲି ବ୍ଲକ ସଦର ପଞ୍ଚାୟତର ସାମାଜିକକର୍ମୀ ମଧୁ ଜୈନଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ଜୈନ ଜଣେ ଶାନ୍ତ, ପରୋପକାରୀ, ମିଷ୍ଠୀଭାଷି ବ୍ୟକ୍ତି ଥିଲେ। ସେ ବିଭିନ୍ନ ସାମାଜିକ ଅନୁଷ୍ଠାନରେ ରହି ଅଞ୍ଚଳର ସମସ୍ୟା ଉପରେ ଆଲୋଚନା କରି ତାର ସମାଧାନ କରୁଥିଲେ। ଶବଦାହ ସମୟରେ ଦୁଇପୁଅ ସମେତ ପରିବାର ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ।