୨୮୦ ବ୍ୟାଗ୍ ଡିଏପି ସାର ଜବତ
ସିନାପାଲି, ୨୬/୦୬ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ଅଂଚଳରୁ ଛତିଶଗଡ଼ କୁ ଚୋରାଚା ଲାଣ ହେଉଥିବା ୨୮୦ ବ୍ୟାଗ୍ ଡିଏପି ସାରକୁ ଛତିଶଗଡ଼ ର ଦେଭୋଗ ପୋଲିସ ଜବତ କରିଛି ରିଛି । ସୀମାନ୍ତ ଅଂଚଳରେ ସାଂଚ ସମୟରେ ପୋଲିସ ଏହି ସାର ଭର୍ତି ଗାଡ଼ିକୁ ଅଟକାଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ି ଛି ଯେ, ସାର୍ ଗୁଡ଼ି କୁ ଓଡ଼ିଶାର ସି ନାପାଲି ଅଂଚଳରୁ ଛତିଶଗଡ଼ କୁ ଚୋ | ରାଚାଲାଣ କରାଯାଉଥିଲା । ଘଟଣାରେ ଜଡ଼ିତ ବ୍ୟକ୍ତି ଓ ଚୋରାଚାଲାଣ ନେଟୱର୍କ ସମ୍ପର୍କରେ ପୋଲିସ ଅଧୂକ ତଦନ୍ତ ଚଳାଇଛି । କୃଷି ଋତୁରେ ସାର୍ ଚାହିଦା ବଢ଼ୁଥିବା ବେଳେ ଏପରି ଚୋରାଚାଲାଣ ଘଟଣା ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି ଅଛି । ସୀମାନ୍ତ ଅଂଚଳରେ ଏଭଳି ଅବୈଧ ପରିବହନ ରୋକିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ନଜରଦାରି ବଢ଼ାଯାଇଛି