Hot Posts

6/recent/ticker-posts

ଗ୍ରାହକ ବେଶରେ ଆସି ସୁନା ମୁଦି ଲୁଟ୍, ଅଭିଯୁକ୍ତକୁ ଗିରଫ କଲା ଲାଲବାଗ ପୋଲିସ

କଟକ, ୧୨/୦୬ ( କାହୁଁ ଚରଣ ବାରିକ ) : କଟକ ଗହଣା ଦୋକାନ ରେ ଜଣେ ଅଜଣା ବ୍ୟକ୍ତି ନିଜକୁ ଗ୍ରାହକ ପରିଚୟ ଦେଇ ଅଳଙ୍କାର ଦୋକାନରେ ପସି ସୁନା ମୁଦି ଦେଖାଉଥିବା ସମୟରେ, ଅଭିଯୁକ୍ତ ହଠାତ୍ ଅଭିଯୋଗକାରୀଙ୍କୁ ଠେଲି ଦେଇଥିଲେ ଏବଂ ଦୋକାନରୁ 18 ଟି ସୁନା ମୁଦି ଥିବା ଏକ ବାକ୍ସ ଧରି ଫେରାର ଘଟଣାରେ ପୁରୀ ବ୍ରହ୍ମଗିରି ଅଞ୍ଚଳର ରାଜୁ @ ରାଜେଶ ରାଉତ କୁ ଗିରଫ କଲା ଲାଲବାଗ ଥାନା ପୋଲିସ ,