ଦୁଇ ବର୍ଷର ବିକାଶ ରିପୋର୍ଟ କାର୍ଡ ଉପସ୍ଥାପନ କଲେ କଟକ ସଦର ବିଧାୟକ ପ୍ରକାଶ ସେଠୀ
କଟକ, ୧୨/୦୬ ( କାହୁଁ ଚରଣ ବାରିକ ) : କଟକ ସଦର ବିଧାୟକ ପ୍ରକାଶ ସେଠୀ ଦେଖାଇଲେ ଦୁଇ ବର୍ଷର ରିପୋର୍ଟ କାର୍ଡ। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାକୁ 2 ବର୍ଷ ପୂରଣ ହୋଇଚି। ଏହି ବର୍ଷ ଭିତରେ କଟକ ସଦର ନିର୍ବାଚନ ମଣ୍ଡଳୀ କେତେ କାମ ହୋଇଚି ଆଜି ରିପୋର୍ଟ କଟକ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜଣାଇଛନ୍ତି ବିଧାୟକ ପ୍ରକାଶ ସେଠୀ।