Hot Posts

6/recent/ticker-posts

ଗୋଟେ ନାରୀ ବୁଝେ ଅନ୍ୟ ଏକ ନାରୀର ଦୁଃଖ...

କଟକ, ୧୬/୦୬ ( କାହୁଁ ଚରଣ ବାରିକ ) : କେନ୍ଦ୍ରାପଡ଼ାର ଯୁବ ମହିଳା ସରପଞ୍ଚ ଚାମେଲୀ ଓଝା ପୋଲିସର ନିର୍ଯାତନା ଶିକାର ହୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ଆଜି କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୌସ ଚାମେଲୀଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ବିଷୟରେ ବୁଝିଛନ୍ତି ଜଣେ ଜନପ୍ରତିନିଧିଙ୍କ ସହ ଏଭଳି ଅନ୍ୟାୟ ଶାରୀରିକ ନିର୍ଯାତନା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ ବୋଲି କହିଛନ୍ତି ବିଧାୟିକା ଏଇ ଘଟଣାରେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଦୋଷୀଙ୍କ ବିରୋଧରେ କଡା କାଯ୍ୟନୁଷ୍ଠାନ ଓ ନିରପେକ୍ଷ ତଦନ୍ତ କରିବା ପାଇଁ ଦାବି କରିବେ ବୋଲି କହିଛନ୍ତି...