କଟକ ଜିଲ୍ଲା କିଶନନଗର ଥାନା ମହାନଦୀ ରୁ ବେଆଇନ ବାଲି ଚାଲାଣ ବେଳେ ହାଇୱା ଦୁର୍ଘଟଣା ଗ୍ରସ୍ତ।
କଟକ, ୨୩/୦୬ ( କାହୁଁ ଚରଣ ବାରିକ ) : କଟକ ଜିଲ୍ଲା କିଶନନଗର ଥାନା ମହାନଦୀ ରୁ ବେଆଇନ ବାଲି ଚାଲାଣ ବେଳେ ହାଇୱା ଦୁର୍ଘଟଣା ଗ୍ରସ୍ତ। ପୋଲିସ, ମାଇନ୍ସ ବିଭାଗ ଓ ତହସିଲ ପ୍ରଶାସନ ନିରବଦ୍ରଷ୍ଟା। ପରସ୍ପର ଭିତରେ ସମନ୍ୱୟ ଅଭାବରୁ ବେଆଇନ ଚୋରା ବାଲି ଚାଲାଣ ଦିନକୁ ଦିନ ବଢ଼ି ଚାଲିଛି। ଚୋରା ବାଲି ଚାଲାଣ ସମୟରେ ଏକ ବାଲି ବୋଝେଇ ହାଇୱା ଦୁର୍ଘଟଣା ଗ୍ରସ୍ତ। ବେଆଇନ ବାଲି ବୋଝେଇ ହାଇୱା ମହାନଦୀ ବନ୍ଧ ପାର୍ଶ୍ଵରେ ଥିବା ଦେବଦାରୁ ଗଛ ଯୋଗୁଁ ଅଳ୍ପକେ ବର୍ତ୍ତିଲେ ହାଇୱେ ଡ୍ରାଇଭର। ।