ଭତା ନ ମିଳିଲେ ଅନଶନରେ ବସିବ କଂଗ୍ରେସ...
କଟକ, ୧୨/୦୬ ( କାହୁଁ ଚରଣ ବାରିକ ) : କଟକ ଜିଲ୍ଲାରେ ଇନ୍ଦିରାଗାନ୍ଧୀ ଜାତିଅ ପେନସନ ଯୋଜନାରେ ପଞ୍ଜିକୃତ ବିଧବା, ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କ ଭତା ଦୁଇ ମାସ ହେଲା ମିଳିନାହିଁ...ଏଥି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଜରିଆରେ କଟକ ଜିଲ୍ଲା କଂଗ୍ରେସ ଚେତାବନୀ ଦେଇଛି ତୁରନ୍ତ ଭତା ଲୋକଙ୍କୁ ଦିଆଯାଉ ନଚେତ ଆନ୍ଦୋଳନକୁ ଓଲ୍ଲାଇବ କଂଗ୍ରେସ...