Hot Posts

6/recent/ticker-posts

ନାଗ-ନାଗୁଣି ସହ ୨୬ଟି ନାଗସାପଛୁଆ ଉଦ୍ଧାର।

ଭଦ୍ରକ ୨୦/୦୬ ( ନବଦୂତ ) : ସୂଚନା ମୁତାବିକ-ଭଦ୍ରଜ ଜିଲା ଗ୍ରମାଞ୍ଚଳ ହରୀପୁରପଞ୍ଚାୟତ ଭଟପୁର ଗ୍ରାମ ନିବାସୀ ସନାତନ ବେହେରା ଙ୍କ ମାଟି ଠାକୁର ଘରୁ ଗତକାଲି ସନ୍ଧ୍ୟା ପରେ ମାଟିଘରର ଏକକଣ ରୁ ସର୍ପ ରାଵ ଓ ସର୍ପଗର୍ଜନ ଶୁଣି ଘରଲୋକ ଭୟଭୀତହୋଇଯାଇଥିଲେ।ଜଣେ ଗ୍ରାମ ବାସୀ ଲୋକ ତୁରନ୍ତ ଭଦ୍ରକ ସ୍ନେକହେଲ୍ପ ଲାଇନକୁ ଖବରଦେଇଥିଲେ ,ଖବର ପାଇ ଶେଖମିର୍ଜା ଅରିଫ ଘଟଣା ସ୍ଥଳେ ପହଂଚି ମାଟି କାଂଥକଣ ଗାତରୁ ଏକବଡ ନାଗ ଓ ନାଗୁଣି ସହ ଛୋଟ ଛୋଟ ୨୬ଟି ନାଗ ସାପଛୁଆ ଉଦ୍ଧାର କରିଥିଲେ।ଉକ୍ତମାଟି ଘର କୋଣ ନିକଟ ଏକ ଫାଟ ଗାତରେ ନାଗନାଗୁଣି ବହୁଦିନ ହେବ ବସାବାନ୍ଧୀ ଗାତରେ ଅଣ୍ଡା ଦେଉ ଛୁଆ ଫୁଟାଇ ଥିଵାରସୂଚନା ମିଳିଛି।



ସମ୍ବାଦଦାତା-ମାନସ କୁମାର ସାହୁ