ତିହିଡି ଅଞ୍ଚଳରେ ଏକ ଅଜଣାଜନ୍ତୁ ଉଦ୍ଧାର ଏବଂ ମୃତ।
ଭଦ୍ରକ ୨୭/୦୬ ( ନବଦୂତ ) : ସୂଚନା ଅନୁଯାଇ-ଆଜି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଂଚଳପୁରୁଣା ବଜାର ସ୍ଥିତ ହାଟ ପଡିଆରେ ଲୋକ ଗହଳି କୁ କେଉଁଆଡ଼ୁ ପସିଆସିଲା ଏକ ଅଜଣା କନ୍ତୁ।ବଜାର ର ଲୋକେ ଜନ୍ତୁତିକୁ ଦେଖିବା ପାଇଁ ଭିଡ଼ ଲାଗିଗଲା, ଦୃଭାଗ୍ୟ ର କାରଣ ଜନ୍ତୁ ଟି କିଛି ସମୟ ଭିତରେ କୌଣସି କାରଣରୁ ଜନ୍ତୁଟି ର ହାଟ ପଡିଆ ରେ ହିଁ ମୃତୁ ଘଟିଛି।କିଭିଲୋକ ହେଟାଚୁଆ, କିଛିଲୋକ ପ୍ରଜାତି ବାଘଛୁଆ ବୋଲି କହୁଥିବାର ସୂଚନାମିଳିଛି।
ମାନସ କୁମାର ସାହୁ