ଜୁଏଲାରୀସପ୍ ଉଦ୍ଘାଟନ ରେ ଅଭିନେତ୍ରୀ କରିସ୍ମାକପୁର।
ଭଦ୍ରକ ୧୫/୦୬ ( ନବଦୂତ ) : ଭଦ୍ରକ ସଦର ବାଇପାସ ନିକଟରେ ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ଭଦ୍ରକ ଜିଲାର ଏକ ନୂତନକଲ୍ୟାଣ ଜୁଏଲାରୀ ସପ୍ ଉଦ୍ଘାଟନ ଉଷବ ରେ ମୁମ୍ବଇ ଫିଲ୍ମୀ ଅଭିନେତ୍ରୀ କରିସ୍ମାକପୁର ନୂତନ କଲ୍ୟାଣ ଜୁଏଲାରୀ ଶୋ ରୁମ ଉଦ୍ଘାଟନ କରିଥିଲେ।
ସମ୍ବାଦ ଦାତା-ମାନସ କୁମାର ସାହୁ