ପଥଚାରୀଙ୍କ ପ୍ରତିବନ୍ଧକ ବୁଲାଗୋରୁ
ବରୀ, ୨୪/୦୩ ( ରଂଜିତ ମହାନ୍ତି ) : ବରୀ-ବରୁହାଁ ମୁଖ୍ୟ ରାସ୍ତା ଉପରେ ଏବେ ବୁଲା ଗୋରୁଙ୍କ ପାଇଁ ଅସୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଥଚାରୀ। ରାସ୍ତରେ ରେ ଗାଡିମୋଟର ଯିବାଆସିବା କରୁ ଥିବାବେଳେ ଗୋରୁ ମାନେ ରାସ୍ତା ଅବରୋଧ କରୁଛନ୍ତି । ଫଳରେ ଳରେ ବିଭିନ୍ନ ଦୁର୍ଘଟଣାର ବି ଆ ହୋଇ ସମୟରେ ବାଇକ୍ ଆରୋହୀ ଶୀକାର ହୋଇଥି ବା ପରିଲକ୍ଷିତ ହୋଇଛି । ଗୋରୁ ମାନେ ରାସ୍ତା ଉପରେ ଠିଆ ରହୁଥିବାରୁ ପଥଚାରୀମାନେ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ।