Hot Posts

6/recent/ticker-posts

ବିଧାନଚନ୍ଦ୍ର ଏକାଡେମୀ ବାଲିଆ ପାଳ ୨୦୦୮ ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଉତ୍ସବ

ବରୀ, ୧୫/୦୬ ( ରଂଜିତ ମହାନ୍ତି ) : ବରୀବିଧାନଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ର ୨୦୦୮ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଉତ୍ସବ ପହିଲି ରଜ ର ମାଳଦା କଲ୍ୟାଣମଣ୍ଡପ ରେ ଅନୁଷ୍ଠିତ ହେlଇଥିଲା l ଦୀର୍ଘ ୧୮ ବର୍ଷ ର ପୁରୁଣା ସ୍ମୃତି ମନେପକାଇ ଭାବର ଆଦାନ ପ୍ରଦାନ ହେlଇଥିବା ବେଳେ ଏଥିରେ ନାଚ, ଗୀତ ଗାଈ ବନ୍ଧୁମିଳନ ସହିତ ଏକ ଭୋଜିର ଆୟେଜନ କରିଥିଲେ l କାର୍ଯ୍ୟକ୍ରମ କୁ ଦେବାଶିଷ ସାହୁ, ଶ୍ରୀକାନ୍ତ ସାହୁ, ସୋମ୍ୟ ରଞ୍ଜନ ସାହୁ, ସୁଶାନ୍ତ ଦାସ, ଜଗନ୍ନାଥ ମଲ୍ଲିକ, ସୁଜିତ ଦାଶ, ବିଜୟ କୁମାର ସାହୁ,ସୂର୍ଯ୍ୟକାନ୍ତ ଦାଶ, ମୋନାଲିସା ଅଧିକାରୀ, ନିଲୁ ରାଉତ, ଇତିଶ୍ରୀ ମଲ୍ଲିକ, ମମତା ପ୍ରିୟଦର୍ଶନୀ ସାହୁ, ଲିପିକା କର, ଜୟଶ୍ରୀ ଦାସ , ସସ୍ମିତାଦାଶ