Hot Posts

6/recent/ticker-posts

ଆଜିଠାରୁ ଆରମ୍ଭ SIR–2026 : ଭୋଟର ପରିଚୟପତ୍ର ସଂଶୋଧନ ଓ ନୂତନ ନାମ ପଞ୍ଜୀକରଣ ପାଇଁ BLOଙ୍କ ସହ ଯୋଗାଯୋଗ କରନ୍ତୁ

କଟକ, ୩୧/୦୫ ( କାହୁଁ ଚରଣ ବାରିକ ) : ଆଜିଠାରୁ ଆରମ୍ବ ହୋଇଛି SIR 2026, ଯଦି କୌଣସି ବ୍ୟକ୍ତି ଭୋଟ ପରିଚୟପତ୍ର ସଂଶୋଧନ, ନୂତନ ଭୋଟ ପରିଚୟ ପତ୍ର କିମ୍ବା ଭୋଟର ପରିଚୟ ପତ୍ରରେ ଫୋଟୋ ପରିବର୍ତ୍ତନ ଆଦି ସଂଶୋଧନ କାର୍ଯ୍ୟ କରିବା ପାଇଁ ଚାହାଁନ୍ତି ତାହେଲେ ନିକଟସ୍ଥ ବୁଥ୍ ରେ BLO ଙ୍କ ସହିତ ଯୋଗାଯୋଗ କରିପାରିବେ,ସକାଳ 6 ଟାରୁ ଦିନ 11 ଟା ପର୍ଯ୍ୟନ୍ତ ଜନଗଣନା କର୍ମଚାରୀ ମାନେ ଡୋର ଟୁ ଡୋର ସର୍ଭିସ୍, ଘରକୁ ଘର ବୁଲି ସର୍ଭେ କରିବେ  ଅପରାହ୍ନ 3 ଟାରୁ 5 ଟା ପର୍ଯ୍ୟନ୍ତ ବୁଥ୍ ରେ କାର୍ଯ୍ୟ କରିବେ ଯଦି କାହାର ସଂଶୋଧନ କିମ୍ବା ନୂତନ ଭୋଟ ପରିଚୟ ପତ୍ର କରିବାର ଥାଏ ତାହେଲେ ନରସିଂହପୁର ବ୍ଲକ ସମେତ ବିଭିନ୍ନ ବ୍ଲକର ପ୍ରତି ବୁଥ୍ ରେ ଯୋଗାଯୋଗ କରି ପାରିବେ