RI ଅଫିସ୍ ସାଜିଛି ଖେଳ ପଡିଆ
ବାସୁଦେବପୁର, ୧୫/୦୫ ( ଅକ୍ଷୟ କୁମାର ବେହେରା ) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ,ଅନ୍ତର୍ଗତ ,ବାଲିମେଦ ପଞ୍ଚାୟତର ! ଆପୃତିପୂର୍ ଗ୍ରାମ ,ବାଲିମେଦ RI ସାମ୍ନାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ, ବାଲିମେଦ ପଞ୍ଚାୟତର ! ଆପୃତିପୂର୍ ଗ୍ରାମ ନିକଟରେ ଥିବା ଖେଳ ପଡିଆକୁ ନେଇ ଚାଲିଛି ବଡ଼ ସୋଡ଼ଯନ୍ତ୍ର , କିଛି ଗ୍ରାମବାସୀ ଖେଳ ପଡିଆକୁ ବେଆଇନ ଭାବେ ଜବର୍ ଦଖଲ କରୁଥିବା ବେଳେ, ଏପଟେ ବଲିମେଦ RI କରୁଛି ଦବଂଗ ଗିରି, ବାଲିମେଦ ପଞ୍ଚାୟତର,ଆପୂର୍ଟିପୂରୁ ଗ୍ରାମର ଥିବା ଖେଳ ପଡିଆକୁ ନେଇ ଅଭିଯୋଗ ଆଣିଛନ୍ତି ପ୍ରାୟ 50ରୁ ଉର୍ଦ୍ଧ ଛୋଟା ପିଲାମାନେ, ଛୋଟ ପିଲାମାନେ ଖେଳିବା ପାଇଁ ଦୀର୍ଘଦୀନ ଧରି ହେଉଛନ୍ତି ହନ୍ତ ସନ୍ତ ,ବାଲୀମେଦ RI ପାଖରେ ଅଭିଯୋଗ କରିଥିଲେ, RI ପିଲାମାନଙ୍କ ଅସୁବିଧା ଦୂର କରିବେ ବୋଲି ପତିଶ୍ମୃତି ମଧ୍ୟ୍ୟ ଦେଇଥିଲେ, ତା ଆଜି 11ଘଟିକା ସମୟର କିଛି ପିଲା ଖେଳ ପଡିଆକୁ ନେ଼ଇ ଆଲୋଚୋନ କରିଥିବା ବେଳେ, RI ଅବେ ଟାଇମ ନାହିଁ ବୋଲି କହି,ଅଫିସ୍ ଛାଡ଼ି ପଳାଇଥିଲେ, ଏହି ଘଟଣାକୁ ନେଇ 50ରୁ ଉର୍ଦ୍ଧ ପିଲା ଏକଜୁଟ ହୋଇ RI ଅଫିସ୍ ସମ୍ମୁଖରେ ଏକ ଘଣ୍ଟାରୁ ଉର୍ଦ୍ଧ ଆନ୍ଦୋଳନ ଜାରୀ ରଖିଥିଲେ, କିଛି କ୍ଷଣ ପରେ ରାଜନୀତିର ଦଳୀୟ ନେତା, ସଂଜୟ ମହକୁଡୁ ଏବଂ ସରତ୍ ବିଶ୍ବାଳ ଆସି କିଛି ଦିନ ମଧ୍ୟରେ ଅସୁବିଧା ସମାଧାନ ହୋଇଯିବ ବୋଲି ବାର୍ତ୍ତା ଦେଇଛନ୍ତି, ଏଥିରୁ ପୋଷ୍ଟ ଜଣାପଡିଛି ଯେ RI କୌଣସି ରାଜନୀତିର ଶିକାର ହୋଇ ନାହାଁନ୍ତି ତ,ଜଦିବା ନାହାଁନ୍ତି ତାହାଲେ କ୍ରୀଡା କୁ ନେଇ ଦବଙ୍ଗ ଗିରି କରୁଛନ୍ତି କଣ ପାଇଁ | ବାସୁଦେବପୁର ତହସିଦାର ଏବଂ କଲେକ୍ଟର ମହୋଦୟ ଏଥି ପ୍ରତି ଟିକେ ଧ୍ୟାନ ଦେଲେ ଅପୃତିପୂର୍ ଗ୍ରାମବାସୀ ଉପକୃତ ହେବେ ବୋଲି ଆମେ ଆଶା କରୁଛୁ, ବାସୁଦେବପୁର ଅକ୍ଷୟ କୁମାର ବେହେରା!