Hot Posts

6/recent/ticker-posts

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦୁର୍ଗାବାହିନୀ ଶୌର୍ଯ୍ୟ ପ୍ରଶିକ୍ଷଣ ବର୍ଗ ସମ୍ପନ୍ନ

କଳାହାଣ୍ଡି, ୧୫/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ବିଶ୍ୱ ହିନ୍ଦୁ ପରିଷଦ କଳାହାଣ୍ଡି ଜିଲ୍ଲା ଭବାନୀପଟଣା ସ୍ଥିତ ଶାସ୍ତ୍ରୀଜୀ ମହିଳା ବିଦ୍ୟା ନିକେତନ ଠାରେ ପଶ୍ଚିମ ପ୍ରାନ୍ତ ସ୍ତରୀୟ ପରିଷଦର ପ୍ରମୁଖ ମହିଳା ଶାଖା 'ଦୁର୍ଗାବାହିନୀ' ବାର୍ଷିକ ଶୌର୍ଯ୍ୟ ପ୍ରଶିକ୍ଷଣ ବର୍ଗ ସମ୍ପନ୍ନ ହୋଇଯାଇଛି । ଏହି ଶିବିରରେ ୧୫ ରୁ ୩୫ ବର୍ଷ ବୟସର ଯୁବତୀ ମାନଙ୍କୁ ଶାରୀରିକ ସ୍ତରରେ ସଶକ୍ତ କରିବା, ଆତ୍ମରକ୍ଷା କୌଶଳ ଶିଖାଇବା ଏବଂ ସନାତନ ସଂସ୍କୃତି ପ୍ରତି ସଜାଗ କରିବା ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ