Hot Posts

6/recent/ticker-posts

ଧର୍ମଗଡ଼ର RD ରାସ୍ତା ଶୋଚନୀୟ ଅବସ୍ଥାରେ, ମରାମତି ଓ ପିଚୁ ପାଇଁ ଦାବି

ଧର୍ମଗଡ଼, ୦୬/୦୫ ( ରିତେଶ କୁମାର ମୁଣ୍ଡ ) : ଧର୍ମଗଡ ତିନିଛକ ଠାରୁ ଧର୍ମଗଡ ବସ୍ତିପଡ଼ା କୁ ସଂଯୋଗ କରୁଥିବା RD ରାସ୍ତା ଏବେ ଖାଲ ଖମାରେ ଭର୍ତି,ଅତ୍ୟନ୍ତ ଶୋଚନୀୟ ଅବସ୍ଥା ରେ ରାସ୍ତା, ରାସ୍ତା ର ମରାମତି ସାଙ୍ଗକୁ ପିଚୁ ରାସ୍ତା ପାଇଁ ଅଞ୍ଚଳ ବାସୀଙ୍କ ଦାବୀ... ଲୋକେ ନାହିଁ ନ ଥିବା ର ଅବସ୍ଥା ଭୋଗୁଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି 


 କଳାହାଣ୍ଡି କୋକସରା ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ,