Hot Posts

6/recent/ticker-posts

୫୬୨ ମାର୍କରେ ଚମକିଲେ ସ୍ନେହାସିନୀ, ପଣ୍ଡରା ମାଳି ସମାଜର ସମ୍ବର୍ଦ୍ଧନା

କୋକସରା, ୦୬/୦୫ ( ରିତେଶ କୁମାର ମୁଣ୍ଡ ) :  ଆଜି ଧର୍ମଗଡ଼ ନିବାସୀ ରାଜ କିଶୋର ଭୋଇ ଙ୍କ ସୁପୁତ୍ରୀ ସ୍ନେହାସିନୀ ଭୋଇ ଚଳିତ ଦଶମ ବୋର୍ଡ ପରୀକ୍ଷା ରେ ଜିଲ୍ଲା ରେ 562ମାର୍କ ରଖି ଦ୍ୱତୀୟ ସ୍ଥାନ ଏବଂ ସବଡ଼ିବି ଜନ ରେ ପ୍ରଥମ ସ୍ଥାନ ଅଧିକାର କରି ଆମ ଜାତି ସମାଜ ପାଈଁ ଗୌରବ ଅଣିଥିବାରୁ ଆଜି କଳାହାଣ୍ଡି ପଣ୍ଡରା ମାଳି ସମାଜ ତାଙ୍କ ବାସଭବନ କୁ ଯାଇ ସମ୍ବର୍ଦ୍ଧନା ଦେଇ ତାର ଉଜ୍ୱଳ ଭବିଷ୍ୟତ କାମନା କଲୁ ଏହି ପରିପିକ୍ଷୀରେ ଜିଲ୍ଲା ପଣ୍ଡରା ମାଳି ସମାଜ ର କୁଳପତି ପ୍ରକାଶ ନାଏକ ଆଇନ ପରାମର୍ଶ ଦାତା ଦୁର୍ଗା ପ୍ରସାଦ ନାଏକ ଜିଲ୍ଲା ଉପ ସଭାପତି ରାଜିନ୍ଦ୍ର ଭୋଇ ଯୁବ ବାହିନୀ ସଭାପତି ଭାବନୀ ଶଙ୍କର ବଣିଆ ଯୁବ ବାହିନୀ ସମ୍ପାଦକ ଲୋକେଶ ନାଏକ ବେଣୁ ଧର ମଶ୍ରା ରତନ ନାଏକ ଭରତ ରଣା ପ୍ରମୋଦ ଟୋଲଟିଆ ଖୁସୀ ରାମ ଟୋଲଟିଆ ରୋହିତ ନାଏକ ଧର୍ମଗଡ଼ nac ଯୁବ ସଭାପତି ସୋମ୍ୟରଞ୍ଜନ ନାଏକ ମୁନି ରାମ ନାଏକ ସୁମିତ ବଣିଆ ସମେତ ଅନେକ ସାମାଜିକ କର୍ମ କର୍ତ୍ତା ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲୁ l ଆମର ହିସାବ ଜାତି ର ବିକାଶ ଜୟ ପଣ୍ଡରା ମାଳି ସମାଜ କଳାହାଣ୍ଡି l 


କଳାହାଣ୍ଡି କୋକସରା ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ