ତେନ୍ତୁଳୀଖୁଣ୍ଟି ମଙ୍ଗରଦୋରା ମୁଖ୍ୟ ମନ୍ତ୍ରୀ ସଡ଼କ ରାସ୍ତା ପ୍ରଶସ୍ତି ର ଅବଧି ଶେଷ ହେବାକୁ ବସିଲାଣି କିନ୍ତୁ ଛକରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ l
ତେନ୍ତୁଳୀଖୁଣ୍ଟି, ୧୬/୦୫ ( ଶେଖର ଖୁରା ) : ସରକାର ଅନେକ ଉନ୍ନୟନ କାର୍ଯ୍ୟ ହାତ କୁ ନେହି. ରାସ୍ତା ଘାଟ ସଜାଡ଼ିବା କୁ ଗୁରୁତ୍ୱ ଦେଉ ଥିବାର ଦେଖିବାକୁ ମିଳୁଛି. କିନ୍ତୁ କେତେକ ଜଣ ନିର୍ବାହୀ, ଯନ୍ତ୍ରୀ ତଥା ଠିକାଦାର ଙ୍କ ଉଦାସୀନ ମୋନଭାବ ଯୋଗୁ ସାଧାରଣ ଜନତା ଙ୍କ ମନରେ ନ୍ଦଦ୍ୱ ସୃଷ୍ଟି ହେବାର ନଜର କୁ ଆସୁଛି, ଏଭଳି ଏକ ବଚିତ୍ର କାର୍ଯ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ର ତେନ୍ତୁଳୀଖୁଣ୍ଟି ରୁ ମଙ୍ଗରଦୋରା ପିଚୁ ରାସ୍ତା ସୂଚନା ଫଳକ ଅନୁଯାଇ ତେନ୍ତୁଳୀଖୁଣ୍ଟି ଠାରୁ ମଙ୍ଗର ଦରା ପିଚୁ ରାସ୍ତା ଦର୍ଘ୍ୟ 5 କିଲୋମିଟର. ରାସ୍ତା ମୁଖ୍ୟମନ୍ତ୍ରୀ ସଡ଼କଯୋଜନା ରେ ଓଡିଶା ସରକାର ଗ୍ରାମ ଉନ୍ନୟନ ବିଭାଗ, ନବରଙ୍ଗପୁର ଦ୍ୱାରା 445 ଲକ୍ଷ ଟଙ୍କାର ବିନିଯୋଗ ରେ. ରାସ୍ତା ର ସମ୍ପୂର୍ଣ୍ଣ କାର୍ଯ୍ୟ କାମ ଆରମ୍ଭ ତା 01-08-025ରେ ଆରମ୍ଭ ହୋଇ ଶେଷ ହେବାର ଥିଲା ତା 30-04-026ସମାପ୍ତ ହେବାର ଥିଲା ବୋଲି ସୂଚନା ଫଳକ ରେ ଜନସାଧାରଣ ଙ୍କ ଗୋଚରରଥେ ଲେଖା ଯାଇଛି ଏହା ସହ ଟଙ୍କା 31.45ଲକ୍ଷ ରକ୍ଷଣା ବେକ୍ଷଣ ପାଇଁ ବ୍ୟବସ୍ଥା କରାଯାଇଛି ଏପଟେ କିନ୍ତୁ ତେନ୍ତୁଳୀଖୁଣ୍ଟି ମୁଖ୍ୟ ରାସ୍ତାରେ କେବଳ ଚାରି ଛ ଗାଡି ମାଟି ପକାଇବା ସହିତ ବେଳେ ରାସ୍ତାରେ ପାଣି ଢଳା ଯାଉଛି ଯାଜକୁ ନେଇ ସାଧାରଣ ରେ କାମକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି l ଏପଟେ ବର୍ଷା ଋତୁ ଆରମ୍ଭ ହେବା ଉପରେ ଯଦି କୁର୍ମାକୋଟ ତେନ୍ତୁଳୀଖୁଣ୍ଟି ମଧ୍ୟରେ ଥିବା ପୋଲ ଏବେ ନୂତନ ଭାବେ କାରାନଯାଏ ତାହାହେଲେ ପୋଲଟି ଭୁଶୁଡି ଯିବାର ସମ୍ଭାବନା l କାମ ନ ହୋଇ କl ମ କରିବାର ଅଭଦି ତାରିଖ ଶେଷ ହେବାକୁ ଆସିଲାଣି l ଅନେକ କାର୍ଯ୍ୟ ରହିଥିବା ସ୍ଵତପେ, ରାସ୍ତାର ଉଭୟ ପାର୍ଶ ମାଟି ସମତଳ. ବ୍ରିଜ, ବିଦ୍ୟୁତ ଖୁଣ୍ଟ.ଡ୍ରେନେଜ ବ୍ୟବସ୍ଥା ହୋଇନାହିଁ , କିନ୍ତୁ . କାର୍ଯ୍ୟ ଆରମ୍ଭ ହୋଇ ଶେଷ ହୋଇ ଯାଇଛି ବୋଲି ସୂଚନା ଫଳକ ରେ ଲେଖା ଯାଇଥିବା ସୂଚନା କୁ ଦେଖି ଅଞ୍ଚଳ ବାସୀ ତଥା ବୁଦ୍ଧିଜୀବୀ ମାନେ ଫଳକ କୁ ଦେଖି ଆଶ୍ୟର୍ଯ୍ୟ ପ୍ରକଟ କରୁଛନ୍ତି l