Hot Posts

6/recent/ticker-posts

କିନ୍ନର'ସୋନାଲି ମା ଙ୍କୁ "ଶୁଭ ବାର୍ତାଜଣାଇଲେ ବିଧାୟକ ସୀତାନଶୁ ଶେଖର ମହାପାତ୍ର।

ଭଦ୍ରକ, ୨୮/୦୫ ( ନବଦୂତ ) :  ସୂଚନାଯୋଗ୍ୟ-ଭଦ୍ରକ ଜିଲାର ଗୌରବ ଆଣିଲେ ଭଦ୍ରକ ଜିଲ୍ଲାର କିନ୍ନର ସଂଘ ର ମୁଖ୍ୟ ସୋନାଲି ମା। ସୋନାଲି ମା ଙ୍କୁ ଭୁବେନଶ୍ୱର ୱଲଫେଆର ବୋର୍ଡ ତଥା ଓଡିଶା ବିଧାନସଭା କାର୍ଯ୍ୟାଳୟ ରେ କିନ୍ନର ସଂଘ ର ମୁଖ୍ୟ କଲ୍ୟାଣବୋର୍ଡ ସଦଷ୍ୟା ଭାବରେ ନିର୍ଯୁକ୍ତି ପ୍ରଦାନ କଲେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଏବଂ କିନ୍ନର ସୋନାଲି ମାଙ୍କୁ ସମାଜର ଶସକ୍ତିକରଣ ସୁରକ୍ଷାସଂମାନ ଜନକ ପାଇଁ ବିଧାୟକ ସୀତାନଶୁ ଚରଣ ମହାପାତ୍ର ଜିଲାର ସମସ୍ତ କିନ୍ନର ମାନଙ୍କୁ ତଥା ମୁଖ୍ୟ ସୋନାଲି ମା, ଶ୍ରାବଣୀ କିନ୍ନର ତଥା ବହୁ କିନ୍ନର ମାନଙ୍କୁ ସାକ୍ଷାତ କରି ସେମାନଙ୍କୁ ଶୁଭ ବାର୍ତା ଜଣାଇ ଥିବାର ସୂଚନା।




ସମ୍ବାଦଦାତା-ମାନସ କୁମାର ସାହୁ