Hot Posts

6/recent/ticker-posts

ଡାକୟତି ପାଇପ୍ରସ୍ତୁତି ବେଳେ ଗିରଫହେଲେ ୪ଆସାମୀ।

ତିହିଡି, ୨୮/୦୫ ( ନବଦୂତ ) : ସୂଚନାଅନୁଯାଇ-ଭଦ୍ରକ ଜିଲାର ଆଜକୁ କିଛିଦିନ ତଳେ ଜଣେ ଦମ୍ପତି ଘରେ ୬ଲୁଟେରାପଶି ପ୍ରାୟ୨୦ଲକ୍ଷ ଟଙ୍କାର ସମାନ ଲୁଟିନେଇଥିବା ବେଳେ ଭଦ୍ରକ ଜିଲ୍ଲା ପୋଲିସ ଟିମ ତତ୍ପରତା ଥିବା ବେଳେ କାଲି ରାତ୍ରୀ ରେ ତିହିଡି ପୋଲିସ ଟିମ ରାତ୍ରୀ୨ଟାବେଳେ ପେଟ୍ରୋଲିଂ ଗାଡି ର ଲାଇଟ ଅଫ କରି ଧିରେଧୀରେ ଯାଉଥିବା ବେଳେ ତିହିଡି ଦୋଳସାଇ ଗୋରୁହାଟ ନିକଟରେ ଡାକୟତି ପାଇଁ ରାତି୨ଟା ବେଳେ ୫ ଜଣ ଏକ ସ୍ଥାନରେ ବସି ଡାକୟତି ପାଇଁ ପ୍ଲାନ କରୁଥିବା ବେଳେ ପୋଲିସ ଟିମ ସେମାନଙ୍କ ଉପରକୁ ମାଡ଼ି ବସିଥିଲା, ଧସ୍ତାଧସ୍ତି ବେଳେ ୧ଜଣ ଡିଆ ମାରି ଦୌଡ଼ି ପଳାଇବା ବେଳେ ୪ଜଣଙ୍କୁ ପୋଲିସ ଟିମଗିରଫକରିଥିଲା ,ଗିରଫ ବେଳେ ଡାକୟତଆସାମୀ ଠାରୁବ୍ୟବହାର କରୁଥିବା ବହୁ ପ୍ରକାର ମାରଣା ଅସ୍ତ୍ର ଜବତ କରିଥିଲାବେଳେ ମୁଖ୍ୟ ଆସାମୀ ଚନ୍ଦନ ବେହେରା/ମଣ୍ଟୁ, ଅଜୟ ଦାସ/ପପୁ,ତଥା କାଳିଆ ଓ ବାଥୁଆ ବୋଲି ଜଣା ପଡିଥିବା ବେଳେ, ତିହିଡି ଥାନା ମୁଖ୍ୟ ଅଧିକାରିଣୀ ଲୋପାମୁଦ୍ରା ନାୟକଙ୍କ ସୂଚନାଅନୁଯାଇ-ତିହିଡି ଥାନାରେ କେସ ନମ୍ଵର-୨୧୩/୨୬,ଦଫା ୟୁ-ଏସ-୩୧୦/୪ ଓ ୩୧୩/୫ ଡକାୟଟି ଓ ବହୁମାତ୍ରା ରେ ମାରଣା ଅସ୍ତ୍ର ବ୍ୟବହାରରେ ଲିପ୍ତ।ଡକାୟତି ଗେଙ୍ଗ ର ମୁଖ୍ୟ ଆସାମୀ ଚନ୍ଦନବେହେରା ଓରଫ ମଣ୍ଟୁ ନାମରେ ଏହା ଆଗରୁ ତିହିଡି ଥାନାରେ ୧ମକଦମା ଥିବାବେଳେ, ଅଜୟଦାସ ଓରଫ ପପୁ ନାମରେ୨ଟି ମକଦମା,ଲୁଟେରା ଆସାମୀ କାଳିଆ ନାମରେ ତିହିଡି ଥାନାରେ ୧୦ଟି ମକଦମା ଚାଲୁଥିବା ବେଳେ ଓ ବାଥୁଆ ନାମରେ ନାୟକାଣିଡିହ ଥାନାରେ୩ଟି ମକଦମା ଚାଲୁରହିଥିବା ବେଳେ ଉକ୍ତ ଡାକୟତି ଆସାମୀ ମାନେ ଏହା2 ଆଗରୁ ସବୁବେଳେ ଡ୍ରଗ୍ସ ପିଇ ରାସ୍ତାରେ ଯାତାୟାତ ବେଳେ ଲୋକଙ୍କ ଠାରୁ ଲୁଟ ଓ ବହୁ ଲୋକଙ୍କ ଘରେପସି ଆକ୍ରମଣ କରି ଲୁଟିଥିବା ବେଳେ ସବୁ ଆସାମୀ କୁ କୋର୍ଟ କୁ ଚାଲାଣ କରିଥିବାର ସୂଚନା ମିଳିଛି।