ଜଗତପୁର ଥାନା ପରିସରରେ ଜୁଭେ୍ଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ
କଟକ , ୦୯/୦୫ ( କାହୁଁ ଚରଣ ବାରିକ ) : ଜଗତପୁର ଥାନା ପରିସରରେ ଜୁଭେ୍ଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୟୁନିସେଫ ସହଯୋଗରେ ଓଡ଼ିଶା ପୋଲିସର ମହିଳା ଏବଂ ଶିଶୁ ବିରୋଧୀ ଅପରାଧ ଶାଖା, ସିଆଇଡି ସିବି ଆନୁକୁଲ୍ୟରେ ଜଗତପୁର ଥାନା ପରିସରରେ ମହିଳା ଓ ଶିଶୁ ଅପରାଧ ସମ୍ପର୍କରେ ଜୁଭେ୍ଣ୍ଟିକା ନାମକ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।