Hot Posts

6/recent/ticker-posts

ଝୁଳନ୍ତା ଅବସ୍ଥା ରେ ଯୁବକଙ୍କ ମୃତ ଦେହ ଉଦ୍ଧାର।

ଚରମ୍ପା, ୨୨/୦୫ ( ନବଦୂତ ) : ସୂଚନାଯୋଗ୍ୟ-ଭଦ୍ରକ ଜିଲ୍ଲା ସଦର ଚରମ୍ପା ଟାଉନଥାନା ଅଧିନସ୍ତ ଚରମ୍ପା ସ୍କୁଲ ରୋଡ଼ରେ ଏକ ଛୋଟ ପାଇଖାନା ରୁ ଯୁବକଙ୍କ ମୃତ ଶରୀର ଝୁଲନ୍ତା ଅବସ୍ତାରେ ଉଦ୍ଧାର, ପରିବାର ଲୋକ ଆଣିଲେ ଘୋର ଅଭିଯୋଗ। ମୃତ ଯୁବକ ଜଣକ ଚରମ୍ପା ରୋଡ ବାସୀନ୍ଧା ରାଜେନ୍ଦ୍ର ନିଶ୍ୱାଳଙ୍କ ସାନପୁଅ ସମ୍ବିଡ ବିଶ୍ୱାଳ ।ମୃତକ ଯୁବକ ଜଣକ ଯୁକ୍ତ୩ଶ୍ରେଣୀର ୨ୟବର୍ଷର ଛାତ୍ର।ପରିବାର ଲୋକଙ୍କ ଅଭିଯୋଗ ସେ ସଖାକୁ ମର୍ନିଙ୍ଗୱାର୍କ ଯାଇଥିବା ବେଳେ ।ପରିବାର ଲୋକ ଯେତେବେଳେ ପାଇଖାନା କୁ ଯାଇଥିଲେ ସମ୍ବିତ ର ମୁହଁରେ କପଡା ଓ ଦୁଇହାତ ପଛପଟକୁ ବନ୍ଧାହୋଇ ଖୁଳନ୍ତା ମୃତଦେହ ଘରନିକଟରେ ଥିବା ଏକ ଛୋଟ ପାଇଖାନାରୁ ଝୁଲନ୍ତା ଅବସ୍ତାରେ ମୃତ ଶରୀରଦେଖି ଚିତ୍କାର କରିଥିଲେ।ସୂଚନା ପାଇ ଭଦ୍ରକ ଟାଉନ ଥାନା ପୋଲିସ ଘଟଣା ର ସମସ୍ତ ତଦନ୍ତ ପାଇଁ ଓ ସାଇଣ୍ଟିଫିକ ଟିମ ପହଂଚି ଘଟଣା ର ଅଧିକ ତଦନ୍ତ ଚଳାଇଥିବାର ସୂଚନ ମିଳିଛି।