Hot Posts

6/recent/ticker-posts

ଧାମନଗର ପୋଲିସ ର ଚଢ଼ାଉ ଚୋରୀ ବିଦ୍ୟୁତ ତାର ସହ୧ ଅଟକ

ଧାମନଗର, ୦୨/୦୫ ( ମାନସ କୁମାର ସାହୁ ) : ସୂଚନାଯୋଗ୍ୟ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ (ଏନ ଏ ସି)ଅଞ୍ଚଳ ରେ ବିଦୂତ ତାର ଚୋରୀ ଅଭିଯୋଗରେ ଧାମନଗର ପୋଲିସ ର ଚଢାଉ ବିଦୂତତାର ଚୋରୀମାମଲାରେ ବିଦୂତତାର ସହ ୧ ଅଟକ ।ଉଦ୍ଧାର ବିଦୂତତାରର ଓଜନ ପ୍ରାୟ ୧୮ ଲୁଇଣ୍ଟାଲରୁ ଅଧିକ ଚୋରୀ ମାମଲାରେ ଅଟକଥିବା ବ୍ୟକ୍ତି ଧାମନଗର ଗ୍ରାମାଞ୍ଚଳ ମୁଲନସାହି ର ମିର ପପୁ ବୋଲି ସୁଚନା।ଉକ୍ତ ତାର ଚୋରୀ ମାମଲାରେ ମିରପପୁ ସହ ଅନ୍ୟ କେଉଁମାନେ ସାମୀଲ ଅଛନ୍ତି ଓ ଚୋରୀ ତାର କେଉଁଠାକୁ ପଠାଯାଏ ତାହାର ଅଧିକ ବିବରଣୀ ପାଇଁ ପୋଲିସର ତଦନ୍ତ ଜାରୀ।