Hot Posts

6/recent/ticker-posts

କଟକ ନରସିଂହପୁର 65 ନମ୍ବର ମୁଖ୍ୟ ରାସ୍ତା ସିଆରିଆ ଛକ ନିକଟରେ ଦୁର୍ଘଟଣା ......

କଟକ, ୦୨/୦୫ ( କାଁହ୍ନୁ ଚରଣ ବାରିକ ) : ଫୁଲପଡା ରୁ ଏକ ବିବାହ ଉତ୍ସବ ରେ ଏକ ପରିବାର ର ସଦସ୍ୟ ମାନେ ଅଟୋ ଯୋଗେ ଯାଉଥିବା ବେଳେ କଟକ ପଟୁ ଦ୍ରୁତ ଗତିରେ ଏକ କାର ଧକ୍କା ଦେଇଥଲା ଫଳ କାର ଚାଳକ ଫେରାର ଥିବା ବେଳେ ଅଟୋ ରେ ବସିଥିବା ପରିବାର ଲୋକଙ୍କୁ ସ୍ଥାନିୟ ଲୋକ ଙ୍କ ସହଯୋଗ ରେ କାନପୁର ମେଡିକାଲ କୁ ନିଆଯଥିବା ବେଳେ କାନପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି


କଟକ ରୁ କାଁହୁ ଚରଣ ବାରିକ ଙ୍କ ରିପୋର୍ଟ