କେନ୍ଦ୍ରାପଡା, ୦୫/୦୫ ( ମାନସ କୁମାର ସାହୁ ) : ଆଜି କିଛିସମୟ ପୂର୍ବରୁ କେନ୍ଦ୍ରାପଡା ଜିଲା ରାଜକନିଜା ଥାନା ମୁଖ୍ୟ ଅଧିକାରୀ (ଏ ଏସ ଆଇ)ପ୍ରଶାନ୍ତ କୁମାର ପ୍ରଧାନ ୨ହଜାର ଟଙ୍କା ଲାଞ୍ଚ ନେବା ଘଟଣା ରେ ରଙ୍ଗେ ହାତରେ ଧରିଲେ ଭିଜିଲାନ୍ସ ଟିମ।ସେ ରାଜ କନିକା ଗ୍ରାମର ଲିଲିମା ବାରିକ ଙ୍କ ଠାରୁ ତାଙ୍କ ର ଏକ ବହୁଦିନ ର ଜମିଜମା ମାମଲା ର କାଗଜ ରିପୋର୍ଟ ଦେବା ପାଇଁ ତାଙ୍କ ଠାରୁ ନଗଦ ୨ହଜାର ଟଙ୍କା କେସ ନେବା ବେଳେ ଭିଜଲାନ୍ସ ଟିମ ତାଙ୍କୁ ଲାଞ୍ଚ ନେବା ଘଟଣା ରେ ଗିରଫ କରିଥିବା ର ସୂଚନା ମିଳିଛି