ମଧ୍ୟ ରାତ୍ରି ରେ ଯୁବକର ଉନ୍ମକ୍ତକାଣ୍ଡ ୪ଘଣ୍ଟାପରେ ଉଦ୍ଧାର।
ଧାମନଗର, ୨୬/୦୫ ( ନବଦୂତ ) : ସୂଚନ ମୁତାବିକ ,ଭଦ୍ରକ ଜିଲା ଧାମନଗର ଗ୍ରାମାଞ୍ଚଳ ରାତ୍ରିପ୍ରାୟ ୧୧ଟା ସମୟରେ ରେ ଜଣେ ଅର୍ଦ୍ଧମସ୍ତିଷ୍କ ଭାମ୍ୟ ଯୁବକ ହଠାତ ପ୍ରଥେମେ ଘରଛାତ ଉପରେରହି ରାସ୍ତା ରେ ଯାତାୟାତ ଲୋକଙ୍କୁ ଟେକା ପଥର ଲୁହା ରଡ଼ ଫିଙ୍ଗବାର ନଜର ଆସିବା ପରେ ସ୍ଥାନୀୟ ଲୋକେ ଧାମନଗର ଅଗ୍ନିଶମ ବାହୀନ ଓ ଧୂସୁରୀ ପୋଲିସ ଟିମର ସହାୟତା ନେଇଥିଲେ,ସେ ପୋଲିସ ଟିମ ଓ ଅଗ୍ନିଶମ ବାହିନୀ କୁ ଦେଖି ଛାତଉପରୁ ଅଗ୍ନିଶମଟିମ କୁ ଟେକାପଥର ଫିଙ୍ଗିବାସହ ଏକ ବିଶାଳଗଛ ଅଗ୍ର ଭାଗକୁଚଡି ଅଗ୍ନିଶମ ବାହୀନ କୁ ନାନା ବିତୃଷ୍ନରୂପ ଦେଖାଇଥିଲା।ଅଗ୍ନିଶମ ବାହୀନ ତାକୁ ବହୁ ବୁଝାସୁଖା କରି ପ୍ରାୟ ୪ଘଣ୍ଟାପରେ ମସ୍ତିଷ୍କଭ୍ରମ୍ୟ ଯୁବକକୁ ଉଦ୍ଧାର କରିଥିଲେ।ତଥା ଅଗ୍ନିଶମ ବାହୀନିର ମୁଖ୍ୟ-ଫାଇଟର ତ୍ରିନାଥନାୟକ ଙ୍କ କହିବା ମୁତାବିକ ସେ ଉନ୍ମକ୍ତଯୁବକ ଆମଟିମ ଓ ଧୂସୁରୀ ପୋଲିସଟିମ କୁ ଗଛରୁ ଥାଇ ନାକେଦମ କରାଇଦେଇଥିଲାବୋଲି ସୂଚନା
ସମ୍ବାଦଦାତା-ମାନସ କୁମାର ସାହୁ