Hot Posts

6/recent/ticker-posts

ଯାଜପୁର ଜିଲ୍ଲା ପୋଲିସ ଉପରୁ ଛୁଟୁଛି ଭରସା ଓ ବିଶ୍ଵାସ।

ଯାଜପୁର, ୨୮/୦୫ (ନିରୋଜ କୁମାର ସେଠୀ) : ଜିଲ୍ଲା ଉପରୁ ଉଠୁଛି ସାଧାରଣ ଜନତାଙ୍କ ଭରସା ଓ ବିଶ୍ଵାସ ଆଶା ହରାଉ ଛନ୍ତୀ। ସାଧାରଣ ଜନତା ହେଉ କିମ୍ବା ଦିନ ମଜୁରିଆ ଟିଏ ହେଉ ତାଙ୍କର ସମସ୍ୟା ଓ ପଦକ୍ଷେପ ନେବା ରେ ପାଣି କୋଇଲି ଟାଳ ନିତି ଅବଲମ୍ବନ କରୁଥିବାରୁ ଦେଖିବାକୁ ମିଳିଥିଲା। ଖୋଦ୍ ପୁଲିସ ଦାୟିତ୍ଵ କୁ ପ୍ରଶ୍ନ ବାଚୀ ସୃଷ୍ଟି କରିଛି।ଖୋଦ ଏସିପି ଙ୍କ କାର୍ଯ୍ୟାଳୟ ଠାରୁ କିଛି ଦୁରେ ରେ ଥିବା ପାଣି କୋଇଲି ଥାନାରେ ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସାଧାରଣ ଲୋକଟିଏ ଅଭିଯୋଗ ନେଇ ଥାନାରେ ପହଞ୍ଚି ବା ପରେ ଅଭି ଯୋଗ ଟିକୁ ଦାଖଲ କରିବା ପାଇଁ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡୁଛି। ଦାୟିତ୍ବ ରେ ଥିବା ଥାନା ଅଧିକାରୀ ଙ୍କ ଅନୁପସ୍ଥିତି କେହି ଅଭିଯୋଗ ନକରିବା ଭଳି ସଙ୍ଗିନୀ ଅଭିଯୋଗ ବଡ଼ ବାବୁଙ୍କୁ ଘାଇଲା କରିଛି। ପାଢ଼ୀ କୋଇଲି ଅଞ୍ଚଳର ଜଣେ ବରିଷ୍ଠ ନାଗରିକ କହିଲେ ଆମେ ଅଭିଯୋଗ ନେଇ ଥାନାକୁ ଆସିଥିଲୁ।ଆମ କଥା ଶୁଣି ବାକୁ ଏଠି କିଏ ଅଛନ୍ତି ନା ଆମ ଅଭିଯୋଗ ରଖିବା ପାଇଁଁ କିଏ ଅଛି। ଯଦି ଥାନା ଟି ଏ ପରୀ ଚାଲେ ଲୋକ ମାନ ଙ୍କର ଭରସା ରହିବ ତ,,, ସ୍ଥାନିୟ ଲୋକ ମାନଙ୍କ ମତରେ ପ୍ରଶାସନ ଯଦି ଲୋକ ମାନଙ୍କ ପାଖରେ ପହଞ୍ଚି ସମାଧାନ କରିପାରିଲା ଆମେ ଜାଣିବା ପୋଲିସ ତା କାମ ସୁଚାରୁରୂପେ କାର୍ଯ୍ୟ  କରି ପାରୁଛି।ଯଦି ନକରି ପାରିଲା ତାହା ହେଲା କାମ ଖିଆଲି।ପାଣୀ କୋଇଲି ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ସଂପନ୍ନ ଭାବେ ଵିପଜସ୍ଥ ଆଗାମୀ ଦିନରେ ପ୍ରଶାସନ ତତ୍ପର ହେବା ଦରକାର ବୋଲି ତା ଉପରେ ନଜର ଦେଖିବାକୁ ବାକି ରହିଲା।