ନିଜର ମାନବିକତାର ପରିଚୟ ଦେଲେ ଭଦ୍ର ବ୍ୟକ୍ତି
ଭଦ୍ରଜ ୧୪/୦୫ ( ନବଦୂତ ) : ସୂଚନାଯୋଗ୍ୟ-ଭଦ୍ରକ ସଦର ରେଳଷ୍ଟେସନ ଚରମ୍ପା ଅଂଚଳର ରାସ୍ତା କଡରେ ଜଣେ ବ୍ୟକ୍ତି ଶମ୍ଭୁନାଥ ସାହୁ ସେଠାରେତାଙ୍କ ନିଜ ପକାଘର କାମ ଚାଲୁଥିବା ବେଳେ ହଠାତ ରାସ୍ତା ରେ ଏକ ପୁରୁଣା ବେଗ ପଡିଥିବାର ତାଙ୍କର ନଜର ପଡିଥିଲା ,ସେ ପୁରୁଣା ବେଗଟିକୁ ଉଠାଇ ସେଥିରେ ଥିବା ୧୨ହଜାର ନଗଦ ଟଂକା,ଥିବାର ଦେଖି ମାତ୍ର ସେ ପଇସାକୁ ଲୋଭ ନକରି ବେଗରେ ଥିବା ଠିକଣା ମୁତାବିକ ଉକ୍ତ ବ୍ୟକ୍ତି ଙ୍କୁ ଜଣାଇ ଭଦ୍ରକ ଟାଉନ ଥାନାକୁ ଜଣାଇ ଥିଲେ, ପରେ ଉକ୍ତ ୧୨ହଜାର ଟଙ୍କାର ପ୍ରକୂତ ବ୍ୟକ୍ତି ବିଜୟକୁମାର ଙ୍କୁ ଟାଉନ ଥାନାରେ ସେ ପାଇଥିବା ୧୨ଟଙ୍କା ଫେରସ୍ତ କରିଥିଲେ।ତାଙ୍କର ଏଭୟ ମାନବିଲତା କାର୍ଯ୍ୟରେ ସେ ପ୍ରଶଂସା ପାଇଥିବାର ସୂଚନା ମିଳିଛି।
ସମ୍ବାଦଦାତା-ମାନସ କୁମାର ସାହୁ