ଶ୍ରୀ ଶ୍ରୀ ମହାବୀର ହନୁମାନ ଙ୍କର ନୂତନ ମନ୍ଦିର ଓ ପ୍ରାଣ ପ୍ରତିଷ୍ଠା ଉତ୍ସବ।
ବାସୁଦେବପୁର, ୦୨/୦୫ ( ଅକ୍ଷୟ କୁମାର ବେହେରା ) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକଅନ୍ତର୍ଗତଶ୍ରୀ ଶ୍ରୀ ସ୍ଥାନିୟ ବିଦେଇପୁର ପଞ୍ଚାୟତ ଅନ୍ତର୍ଗତ ଗଦେଇବିନ୍ଧା ଠାରେ ଶ୍ରୀ ଶ୍ରୀ ମହାବୀର ହନୁମାନ ମନ୍ଦିର ର ନୂତନ ମନ୍ଦିର ଓ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଗ୍ରାମବାସୀ ଓ ଯୁବପିଢୀ ଯୋଗ୍ ଦେଈ ଏହି ଅନୁଷ୍ଠାନ କାର୍ଯ୍ୟ କ୍ରମ ପାଳିତ ହୋଇଥିଲା | ଏହି ଅନୁଷ୍ଠାନ ତିନିଦିନ ଧରି ପାଳିତ ହୋଇଥଲା | ଏବଂ ସମସ୍ତ ଗ୍ରାମବାସୀଙ୍କ ସୋହଯୋଗ ସହିତ ଅନୁଷ୍ଠାନ ସମାପନ ହୋଇଥିଲା। କଳସ ସୁଭାଯାତ୍ର ରଜଙ୍ଘରପୋଖରି ଘାଟରୁ ପାଣି ଉଠାଇ ଥିଲେ | କଳସ ଶୋଭାଯାତ୍ରା ରେ ବହୁ ସଂଖ୍ୟା ରେ ମା ଓ ଯୁବକ ଓ ଗ୍ରାମ ବାସୀ ମାନେ ସାମିଲ ହୋଇ ଥିଲେ। ତିନି ଦିନ ଧରି ବିଭିନ୍ନ କାର୍ଯ୍ୟ କ୍ରମ ସହ ଭଜନ ସଂଧ୍ୟା, ପ୍ରତିଦିନ ପ୍ରସାଦ ସେବନ ର ବ୍ୟବସ୍ତା ମଧ୍ୟ୍ୟ କରାଯାଇଛି।
ବାସୁଦେବପୁର ଅକ୍ଷୟ କୁମାର ବେହେରା