Hot Posts

6/recent/ticker-posts

କଳାହାଣ୍ଡି ଯୁବମୋର୍ଚ୍ଚା ସଭାପତି ହେଲେ ଅବିନାଶ ନନ୍ଦ ।

କଳାହାଣ୍ଡି, ୦୯/୦୫ ( ବିଷ୍ଣୁ ଚରଣ ସ୍ୱାଇଁ  ) : କଳାହାଣ୍ଡି ଜିଲ୍ଳା ନୂଆ ଯୁବମୋର୍ଚ୍ଚା ସଭାପତି ହେଲେ ଅବିନାଶ ନନ୍ଦ । ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଲାଷ ପଣ୍ଡା ନାମ ଘୋଷଣା କରିଛନ୍ତି । ଅବିନାଶ ନନ୍ଦ ପୂର୍ବରୁ ଯୁବ ସାଧାରଣ ସମ୍ପାଦକ ଓ ଜିଲ୍ଳା ଯୁବ ବିଜେପି ନେତୃତ୍ବ ଭାବରେ ବେଶ୍ ପରିଚିତ । ରାଜ୍ୟ ନେତୃତ୍ବ ଗୁରୁ ଦାୟିତ୍ବ ଦେଇଥିବାରୁ ଜିଲ୍ଲାର ଯୁବ ସଂଗଠନ କୁ ସୁଦୃଢ କରିବା ସହ ପ୍ରତ୍ୟେକ ବର୍ଗର ଲୋକଙ୍କ ପାଖରେ ପହଞ୍ଚିବୁ ।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ