ନୋ ଏଣ୍ଟ୍ରି ନାଁରେ ଚାଲିଛି ବଟି ଆଦାୟ
ବାସୁଦେବପୁର, ୨୪/୦୫ ( ଅକ୍ଷୟ କୁମାର ବେହେରା ) : ନୋ ଏଣ୍ଟ୍ରି ନାଁରେ ଚାଲିଛି ବଟି ଆଦାୟ - ଅହି ଘଟଣାଟି ଦେଖିବାକୁ ମିଳିଛି, ଭଦ୍ରକ ଜିଲ୍ଲା ,ବାସୁେବପୁର ବ୍ଲକ ନାୟିକାଣିଡ୍ଡିହି ଥାନା ଅନ୍ତର୍ଗତ ବିଦେଇପୁରୁ ଛକ ନିକଟରେ, ଆଜି ରାତି ପ୍ରାୟ 10 ଘଟିକା ସମୟରେ, ଧାମରା ରୁ ବାସୁେବପୁର ରୋଡ ଯାଇଥିବା ବିଦେଇପୂରୁ ଠାରେ 200ସହ ରୁ ଅଧିକ ଆଇରନ ଗାଡ଼ି ରୋଡ ଜମ୍ ଥିବା ବେଳେ, ଥାନା ବାବୁମାନେ ଚାନ୍ଦା ଆଦାୟ କରିବାରେ ପୁରା ବେସ୍ତ , ଜଣେ ଡ୍ରାଇଭର ବିଶୋଜିତ୍ ଘଡେ଼ଇ, ଅଭିଯୋଗ ଆଣଛନ୍ତି, ଗାଡ଼ି ଗୋଟା 20ଟଙ୍କା ବଟି ନେଇ ଆମକୁ ଛାଡୁଛନ୍ତି ବୋଲି, ଟିକେ ନଜର ପକାନ୍ତୁ ଡର୍ଶକ ବନ୍ଧୁ, ରୋଡ ଜାମ ଥିବାବେଳେ , ଏପଟେ ଥାନା ବାବୁମାନେ ଚାନ୍ଦା ଆଦାୟରେ ପୁରା ବେସ୍ତ ! ଏମିତି ବାରମ୍ବାର ରୋଡ଼ ଜାମ ହେବା ଦ୍ବାରା ଲୋଙ୍କ ମାନେ, ବାହୁ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି,ଏଥିରୁ ପୋଷ୍ଟ ଜଣାପଡୁଛି, ନାୟକଣିଡ଼ିହି ଥାନ ଓ ଆଇ ସି ଉମାଶଙ୍କର ନୟକ୍ , ବଟି ଆଦାୟରେ ସାମିଲ୍ ଅଛନ୍ତି କି,ଯଦିବା ନାହାଁନ୍ତି ତାହାଲେ କରିଛନ୍ତି କଣ , ଏଥି ପ୍ରତି ଟିକେ,SP ମହୋଦୟ ଧ୍ୟାନ ଦେଲେ ଵିଦେଇପୁରୁ ଅଞ୍ଚଳ ବାସି ଉପକୃତ ହେବେ ବୋଲି ଆମେ ଆସା କରୁଛୁ, -ବାସୁଦେବପୁର ଅକ୍ଷୟ କୁମାର ବେହେରା,