Hot Posts

6/recent/ticker-posts

ମାଲକାନଗିରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପରିଦର୍ଶନ କଲେ ମାଲକାନଗିରି ଜିଲ୍ଲାପାଳ

ମାଲକାନଗିରି, ୧୯/୦୫ ( ଶରତ ଚନ୍ଦ୍ର ଖରା ) : ମାଲକାନଗିରି ଜିଲ୍ଲାପାଳ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ମାଲକାନଗିରି ପରିଦର୍ଶନ କରି MMBSS କ୍ୟାମ୍ପର ସମୀକ୍ଷା କରିଥିଲେ। ସେ ନେଫ୍ରୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି ସହିତ ବିଭିନ୍ନ ସୁପର ସ୍ପେଶାଲିଟି OPD ର ତଦାରଖ କରିଥିଲେ। SCB ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତର ଓ DMO(MS) ଙ୍କ ସହ ଆଲୋଚନା କରି ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟସେବା ଓ ଆଧୁନିକ ଚିକିତ୍ସା ସୁବିଧା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ଆଗାମୀ ଦିନରେ ଯେ ଭଳି କୋୖଣସି ରୋଗି ସ୍ବାସ୍ଥ୍ୟ ସେବା ରୁ ବଞ୍ଚିତ ନ ହେବେ ସେ ନେଇ ମଧ୍ୟ ଜିଲ୍ଲା ପାଳ ଆଲୋଚନା କରିଥିଲେ।



ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।