Hot Posts

6/recent/ticker-posts

ସାନ ମୁଣ୍ଡଳୀ ଖଣ୍ଡା ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତ ଗିରଫ

କଟକ, ୧୩/୦୫
( କାଁହୁ ଚରଣ ବାରିକ ) : କଟକ ବାରଙ୍ଗ ଥାନା ଅନ୍ତର୍ଗତ ସାନ ମୁଣ୍ଡଳୀରେ ୩ ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରିବା ଘଟଣା। ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ବାରଙ୍ଗ ଥାନା ପୋଲିସ। ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଆଠଗଡ଼ ବାସିନ୍ଦା ହୋଇଥିବା ବେଳେ ଜଣେ ଭୁବନେଶ୍ୱର ବାସିନ୍ଦା। ଗିରଫଙ୍କ ମଧ୍ୟରେ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ସାମିଲ ଅଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି କମିସନରେଟ ପୋଲିସ। ଏହି ଅପରାଧରେ ଖଣ୍ଡା, ବାଇକ, ଟଙ୍କା, ମୋବାଇଲ ଜବତ କରି କୋର୍ଟ ଚାଲାଣ କଲା ବାରଙ୍ଗ ଥାନା ପୋଲିସ.
କଟକ ରୁ କାଁହୁ ଚରଣ ବାରିକ 
ନବଦୂତNews