Hot Posts

6/recent/ticker-posts

କଟକ ରାଣୀହାଟ ଗୋପାଳ ସାହି ର ମୂରବୀ ସୁବାସ ବେହେରା ଙ୍କ ପରଲୋକ।

କଟକ, ୨୯/୦୫ ( କାହୁଁ ଚରଣ ବାରିକ ) : କଟକ ରାଣୀହାଟ ଗୋପାଳ ସାହି ର ମୂରବୀ ସୁବାସ ବେହେରା ଙ୍କ ପରଲୋକ। ଗତକାଲି ରାତିରେ ହୃଦଘାତ ରେ ପରଲୋକ ଘଟିଛି। ଅତି ସ୍ନେହୀ , ଦୟାବାନ୍ ଓ ଭଲ ମଣିଷ ଥିଲେ ସେ। ଖବର ସଂଗ୍ରହ ବେଳେ ଅନେକ ସମୟରେ ସୁବାସ ବାବୁ ଙ୍କ ସହ ସାକ୍ଷାତ ହୋଇଥାଏ। ଗତ ଜନ୍ମାଷ୍ଟମୀ ଦିନ ମଧ୍ୟ ଦେଖା ହୋଇଥିଲା ତାଙ୍କ ସହ। ଅତି ଭଦ୍ର ବ୍ୟବହାର ତାଙ୍କର । ଜଣେ ସାହି ମୂରବୀ ଭାବରେ ଓ ଜଣେ ସଚେତନ ନାଗରିକ ଭାବେ ସେ ଅତି ପରିଚିତ ଥିଲେ। ମା କଟକ ଚଣ୍ଡୀ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ