ବଡ଼ମ୍ବା ବନବିଭାଗର ଚଡ଼ାଉ : ଜବତ ହେଲା ଶାଗୁଆନ କାଠ ଓ କରତ ପିଟ୍
କଟକ, ୦୭/୦୫ ( କାଁହୁ ଚରଣ ବାରିକ ) : ବିଶେଷ ସୂତ୍ରରୁ ସୂଚନା ପାଇ, ବଡ଼ମ୍ବା ସଦର ସେକ୍ସନ ବନବିଭାଗ ଦ୍ଵାରା ଚଡାଉ କରାଯାଇ ସାନବାରସିଂ ଗ୍ରାମର ଶିବ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୮ ସିଫ୍ଟ ଶାଗୁଆନ କାଠ ଏବଂ ଗୋଟିଏ କରତ ପିଟ୍ ଜବତ କରିଛନ୍ତି। ସଦର ଫରେଷ୍ଟର ଶୁଭେନ୍ଦ୍ର ପ୍ରଧାନ, ଫରେଷ୍ଟ ଗାର୍ଡ ବାନାପୁର ନୀଳମାଧବ ଦଳେଇ ଏବଂ ୬ ଜଣ ସ୍କ୍ୱାଡ୍ କର୍ମଚାରୀ ପ୍ରମୁଖ ଚଡାଉ ରେ ସାମିଲ ହୋଇଥିଲେ
କଟକ ରୁ କାଁହୁ ଚରଣ ବାରିକ
ନବଦୂତ news#