Hot Posts

6/recent/ticker-posts

ମହାଆଡ଼ମ୍ଭରେ ପାଳିତହେଲା ଶ୍ରୀଆରଡ଼ି ବାବାଙ୍କର ଶିବବିବାହ ଲଗ୍ନଚିଠାଉ କାର୍ଯ୍ୟ।

ଭଦ୍ରକ, ୦୨/୦୫ ( ମାନସକୁମାର ସାହୁ ) : ଭଦ୍ରକ ଜିଲ୍ଲା ଚାନ୍ଦବାଲିବ୍ଲକ ଅଧିନ ବାବା ଶ୍ରୀଆଖଣ୍ଡଳ ମଣି ପୀଠରେ ଆଜି ପ୍ରସିଦ୍ଧ ଶିବବିବାହ ଲଗ୍ନ ଓ ଜୁନମାସ ୧୯ରେ ବିଭାହ କାର୍ଯ୍ୟକ୍ରମପାଳିତ ହେବ ଏଥିପାଇଁ ଆଜି ମନ୍ଦିରପ୍ରଶାସନ ତରଫରୁ ମହାଆଡ଼ମ୍ଭରେ ଲଗ୍ନ ଚିତାଉ ତଥା ବରପିତା ଓ କନ୍ୟାପିତା ଚୟନ, ଚଳିତବର୍ଷ ଜୁନ୧୯ରେ ଥିବା ଶିବବିବାହକାର୍ଯ୍ୟ ରେ ବରପିତା-, ସେବାୟତ ଶ୍ରୀ ମନୋରଞ୍ଜନ ପାଢ଼ୀ ଓ କନ୍ୟାପିତା-ସେବାୟତ ଶ୍ରୀବିଚିତ୍ର ପାଢ଼ୀ ଉଭୟ ଚୟନପ୍ରାପ୍ତ ହେବାସହ ଆଗାମୀ ବୈଶାଖମାସ ନିର୍ଘଣ୍ଟ ଶୁକ୍ଳପକ୍ଷ ନୃସିଂହ ଚତୁର୍ଦସୀରେ ପବିତ୍ର ଶିବବିବାହ କାର୍ଯ୍ୟ ଅନୁଷ୍ଠିତହେବ।ଉଭୟ ସେବାୟତ ବରପିତା ଓ କନ୍ୟାପିତା ଚଳିତବର୍ଷ ଶିବବିଭାହ ପାଇଁ ସୌଭାଗ୍ୟ ପ୍ରାପ୍ତ କରିବା ସହ ବିବାହ ଜୁନ୧୯ରିଖରେ ମହାଆଡମ୍ବରରେ ପାଳିତ ହେବ, କାର୍ଯ୍ୟଶେଷରେ ଲଗ୍ନଚିତାଉ ଓ ଲଗ୍ନଥାଳି ଉଠାଣ ସହ, ମନ୍ଦିରପ୍ରଶାସନ ତରଫରୁ ବିଭିକ୍ନ ପ୍ରକାର ବାଦ୍ୟସରଞ୍ଜାମ, ରୋଷଣୀ, ପୁଷ୍ପମାଲ୍ୟ , ନାନାପ୍ରକାର ବାଣ ଶବ୍ଦରେ ମନ୍ଦିରପ୍ରାଙ୍ଗଣରେ ହଜାରହଜାର ଭକ୍ତ ସାମିଲହୋଇ ଉକ୍ତ ଶିବବିଭାହ ଲଗ୍ନକାର୍ଯ୍ୟକ୍ରମ ରେ ସାମିଲ ହୋଇଥିବାର ଦୂତନା ମିଲିଛି।