Hot Posts

6/recent/ticker-posts

ଭବାନିପାଟଣା ବାଇପାସ୍ ଠାରେ ଗୋରୁ ବୋଝେଇ କଣ୍ଟେନର ଜବତ ।

କଳାହାଣ୍ଡି, ୦୬/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ବାଇପାସ୍ ରାସ୍ତା ରେ ଗୋରୁ ବୋଝେଇ କଣ୍ଟେନର କୁ ଜବତ। ଭବାନୀପାଟଣା ର କିଛି ସ୍ଥାନୀୟ ଯୁବକ ଅଟକ ରଖି ସଦରଥାନା ପୋଲିସ କୁ ଜିମା ଦେଇଛନ୍ତି। ଗୋରୁ ବୋଝେଇ କଣ୍ଟେନର ଜୁନାଗଡ଼ ଦେଇ ବାଇପାସ୍ ରାସ୍ତା କ୍ରସ କରୁଥିବା ସମୟରେ ସ୍ଥାନୀୟ ଯୁବକ ମାନେ ସନ୍ଦେହ କରି ଅଟକ ରଖିଥିଲେ। କଣ୍ଟେନର ରେ ୫୦ ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର କରାଯାଇଥିବାବେଳେ,କଣ୍ଟେନର ଡ୍ରାଇଭର,ହେଲପର ସମେତ ଅନ୍ୟ ୨ ଜଣ କୁ ଅଟକ ରଖି ପଚରାଉଚରା କରୁଛି ସଦର ଥାନା ପୋଲିସ।