ସିନାପାଲି, ୩୦/୦୪ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ ଅନ୍ତର୍ଗତ ଲିଟିଗୁଡା ପଞ୍ଚାୟତର ଲିଟିଗୁଡା ଗ୍ରାମର ବାସିନ୍ଦା ରାମ ରଣା ଗତ ତାରିଖ ୨୧/୦୪ ଠାରୁ ନିଖୋଜ ଥୂବା ସୂଚନା ମିଳିଛି। ଘରୁ କୌଣସି କାମରେ ବାହାରିଥିବା ପରେ ସେ ଆଉ ଘରକୁ ଫେରିନାହାନ୍ତି। ପରିବାର ଲୋକେ ଆତ୍ମୀୟ ସ୍ବଜନ ଓ ଚିହ୍ନା -ପରିଚିତଙ୍କ ଘରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ବିଷୟରେ କୌଣସି ସନ୍ଦେଶ କିମ୍ବା ସୂଚନା ମିଳିନାହିଁ। ରାମ ରଣା ହଠାତ୍ ନିଖୋଜ ହେବା ପରେ ପରିବାର ଲୋକଙ୍କ ସହ ମଧ୍ୟରେ ଚିନ୍ତା ବଢ଼ିଛି। ତାଙ୍କ ପରିବାର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସ ସମ୍ପର୍କୀୟମାନଙ୍କ ସହ ଯୋଗାଯୋଗ କରିଛନି ଏପର୍ଯ୍ୟନ୍ତ କୌଣସି ଖବର ମିଳିନଥିବାରୁ ପରିସ୍ଥିତି ସ୍ଥିତି ଅଧୂକ କିନ୍ତୁ ଚିନ୍ତାଜନକ ହୋଇପଡ଼ିଛି। ସ୍ଥାନୀୟ ଅଞ୍ଚଳରେ ମଧ୍ଯ ଏହି ଘଟଣା ନେଇ ଚର୍ଚ୍ଚା ଚାଲିଛି। ଗ୍ରାମବାସୀମାନେ ମଧ୍ୟ ତାଙ୍କୁ କେହି ଖୋଜିବା ପାଇଁ ସହଯୋଗ କରୁଛନ୍ତି। ପରିବାର ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ଯେ, ଯଦି କେ ରାମ ରଣାଙ୍କୁ କୌଣସି ସ୍ଥାନରେ ଦେଖୁଥାନ୍ତି କିମ୍ବା ତାଙ୍କ ବିଷୟରେ କୌଣସି ସୂଚନା ଜାଣିଥାନ୍ତି, ତେବେ ଦୟାକରି ତୁରନ୍ତ 9078112036 ମୋବାଇଲ ନମ୍ବରରେ ଯୋଗାଯୋଗ କରନ୍ତୁ। ପରିବାର ପକ୍ଷରୁ ଏହି ଖବରକୁ ଅଧିକରୁ ଅଧିକ ସେୟାର କରିବାକୁ ଅନୁରୋଧ କରାଯାଇଛି, ଯାହାଦ୍ବାରା ନିଖୋଜ ବ୍ୟକ୍ତିଙ୍କୁ ଶୀଘ୍ର ଏହି ବ୍ୟକ୍ତିଜଣକ ନୁଅ ସିନାପାଲି ବ୍ଲକ ଅନ୍ତର୍ଗତ ଲିଟିଗୁଡା ଗାଁର ରାମ ରଣା। ଗତ ରା ନୂଆପଡା ଜିଲ୍ଲା ଖୋଜିବାରେ ସହଯୋଗ ମିଳିପାରିବ।