ନୂଆପଡାରେ ଯୁବ ବିଜେପିର ତୀବ୍ର ପ୍ରତିବାଦ – ନାରୀ ବନ୍ଦନ ବିଲ୍କୁ ସମର୍ଥନ
ନୂଆପଡା, ୨୫/୦୪ ( ପରମେଶ୍ୱର ମେହେର ) : ନାରୀ ବନ୍ଦନ ବିଲ୍ ବିଲ୍ ?କୁ ଲୋକସଭାରେ କଂଗ୍ରେସ ଦଳ, ବିଜେଡି ଦଳ ଏବଂ ସେମାନଙ୍କ ସହଯୋଗୀ ଦଳମାନଙ୍କ ଙ୍କ ଦ୍ଵାରା କରାଯାଇଥିବା ବିରୋଧକୁ ନେଇ ଆଜି ନୂଆପଡା ଜିଲ୍ଲା ଯୁବ ବିଜେପି ତରଫରୁ ବୋଡ଼େନ ଠାରେ ତୀବ୍ର ପ୍ରତିବାଦ କରାଯାଇଛି। ନାରୀମାନଙ୍କ ଅଧିକାର ଓ ସଶକ୍ତି ଶକ୍ତିକରଣ ପାଇଁ ଏହି ବିଲ୍ ଅତ୍ୟନ୍ତ ଆବଶ୍ୟକ ବୋଲି ଭଉଣୀ ମାଆମାନେ ମତ ପ୍ରକାଶ କରିଛନ୍ତି କରିଛନ୍ତି। । ଏହି ଏହି ‘ଜନ ଆକ୍ରୋଶ ଯୁବ ବିକ୍ଷୋଭ‘ କ।ର୍ଯକୂମ ରେ ନୂଆପଡା ଜିଲ୍ଲା ଯୁବ ପ୍ରଭାରୀ ଭାବରେ ଗୋଲାମୁଣ୍ଡା ବ୍ଲକ ଅଧ୍ଯକ୍ଷ ବିନ୍ଦୁ ମହାନନ୍ଦ ଯେlଗଦାନ ଦେଇଥିଲେ । ତାଙ୍କ ସହିତ ଜିଲ୍ଲା ବିଜେପି ସମ୍ପାଦକ ପ୍ରିୟ ରଞ୍ଜନ ମେହେର, ପାତଳଗଙ୍ଗା ମଣ୍ଡଳ ସଭାପତି ରାଜୁହେଣ୍ଡା, ବୁଢାଦେଓ ମଣ୍ଡଳ ସଭାପତି କୃତି ବାସ ତେଜି, ବରିଷ୍ଠ ବିଜେପିନେତା ଶ୍ରୀମହେନ୍ଦ୍ର ଅଗ୍ରୱାଲ ସମେତ ବହୁତ ଯୁବ ଭଉଣୀ ଉପସ୍ଥିତ ଥାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସମସ୍ତ ପ୍ରତିବାଦକାରୀମାନେ ନାରୀ ବନ୍ଦନ ବିଲ୍ ? କୁ ସମର୍ଥନ କରି ଏହାକୁ ବିରୋଧ କରୁଥିବା ଦଳମାନଙ୍କର କାର୍ଯ୍ୟକୁ ନିନ୍ଦା କରିଥିଲେ। ଏହି ବିଲ୍ ? ନାରୀ ସଶକ୍ତିକରଣ ଦିଗରେ ଏକ ଗୁରୁତ୍ବପୂର୍ଣ ପଦକ୍ଷେପ ବୋଲି ସେମାନେ ଦୃଢ଼ତା ସହ କହିଥିଲେ।