Hot Posts

6/recent/ticker-posts

ଆଦିମ ଜାତି ଆଦିବାସୀ ଗୋଣ୍ଡ ସମାଜକୁ ଜାତିଆଣ ଆକ୍ଷେପ ସହ ମାଟିରେ ବିଲୁପ୍ତ

ନୂଆପଡ଼ା, ୨୧/୦୪ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସହ ଅବାନ୍ତର ବାର୍ତ୍ତା ସୋସିଆଲ ମିଡିଆ ଜରିଆରେ ପରି ପ୍ରକାଶ କରିଥିବାଏହି ମହା ରେଲିରେ ସିନାପାଲି ଥାନା ଙ୍କୁ ରାଜ ଗୋଣ୍ଡସଂସ୍କୃତିକସମାଜ,ରାଜଗୋଣ୍ଡ ଛାତ୍ର ଛାତ୍ରୀ ସଂଘ GSU ନୂଆପଡା , ବଲାଙ୍ଗିର ଓ ଛତିଶଗଡ ପଡ଼ୋଶୀ ରାଜ୍ୟ ରୁ କର୍ମ କର୍ତ୍ତା ଯୋଗ ଦେଇଥିଲେ ଥାନା ପ୍ରଭାରୀ ଙ୍କୁ ଦାବି ପତ୍ର ଦେଇଥିଲେ । ଆଜି ଗୋଣ୍ଡ ଜାତି ର ଆତ୍ମ ସମ୍ମାନ ପାଇଁ ପଦକ୍ଷେପ ନିଆଗଲା ତାହା ସ୍ବାଗତ ଯୋଗ୍ୟ ଏଥିରୁ ଜଣାପଡୁଛି ଆମେ ଅଯୋଗ୍ୟ ନୁହେଁ ଯୋଗ୍ୟ ଆମେ କାପୁରୁଷ ନୁହେଁ ବୀର ସାହସୀ। ଏଥିରୁ ପ୍ରମାଣ ହେଲା ଆମେ ରାଣୀ ଦୁର୍ଗାବତୀ, ବୀର ସୁରେନ୍ଦ୍ର ସାଏ, ବୀର କାଚରା ଧରୁଆ, ମୋଟା ଧରୁଆ, ବାବା ଶମ୍ଭୁଶେଖ ଙ୍କ ଦାୟଦ। ବର୍ତ୍ତମାନ ରୁ ଯଦି ଆମେ ଏକତା ହୋଇ ଆମ ସଂସ୍କୃତି ପରମ୍ପରା ବଜାୟ ରଖିବା ସାଙ୍ଗେ ଆମ ହକ ଅଧିକାର ପାଇଁ ସଂଗ୍ରାମ ଜାରି ରଖିବା, ଭାରତ ଓ ପାକିସ୍ଥାନ ଯୁଦ୍ଧ ଦେଶ ଦ୍ରୋହି ,ଆଦିମ ଜାତି ଆଦିବାସୀ ଗୋଣ୍ଡ ଜାତି କୁ ହିନ ବୋଲି କହୁଛନ୍ତି (st sc atrositi act) କୌଣସି ଗ୍ରାମରେ ଝାକର ମାଝୀ ରହିବେ ନାହିଁ ପୁରା ଗେଟ୍ ଆଉଟ୍ ଗ୍ରାମରୁ ବହିଷ୍କାର , ହଜାର ହଜାର ବର୍ଷ ରୁ ପୂଜା କରି ଆସୁଥିବା ପ୍ରକୃତି ଶକ୍ତି ଦେବୀ ଦେବତା ପ୍ରତୀ ଅପମାନ , ଗୋଣ୍ଡ ଠାରୁ ପାଣି ନ ପିଇବା ଛୁଆଁ ଅଛୁଆଁ ଭେଦଭାବ , ସେହି ବିଦେଶୀ ନାଗରିକ ତେଣୁ ପୋଲିସ ପ୍ରଶାସନ ଙ୍କୁ ଅନୁରୋଧ ସେହି ବିଦେଶୀ ନାଗରିକ ପରମ୍ପରା ତାଜି ରାଜ ହିତ କାନୁନ୍ ରାଷ୍ଟ୍ର ଦ୍ରୋହି ଅନୁସାରେ ଗିରଫ କରନ୍ତୁ। ଯଦି ଗିରଫ କରିବେନାହି ତାହା ହେଲେ ପରମ୍ପରା ରାଷ୍ଟ୍ର ତାଜୀ ରାତ ହିନ୍ଦ୍ କାନୁନ୍ ଅନୁସାରେ ସାମାଜିକ ନ୍ୟାୟ ପାଇଁ ଆଦିମ ଜାତି ଆଦିବାସୀ ଗୋଣ୍ଡ ସମାଜ ବାହାରିବ , ତେଣୁ ଦୋଷୀ ଙ୍କୁ ଗିରଫ କରନ୍ତି। ଆଦିମ ଜାତି ଆଦିବାସୀ ଗୋଣ୍ଡ ସମାଜକୁ ବଦନାମ ଏବଂ ବିଲୁପ୍ତ କରିବାରୁ ବଞ୍ଚାନ୍ତୁ।