Hot Posts

6/recent/ticker-posts

ସିନାପାଲି ଅଞ୍ଚଳର ପ୍ରଥମ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରି ଏଠିକାର ଅନେକ ଯୁବକ ମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିବା ସହ ଜଣେ ସଫଳ କମ୍ପ୍ୟୁଟର କେନ୍ଦ୍ର (ଉତ୍କଳ କମ୍ପ୍ୟୁଟର) ଦୋକାନ କରି ଅନେକ ଲୋକଙ୍କ କାମ କରିଛନ୍ତି । ମୋର ମଧ୍ୟ କମ୍ପ୍ୟୁଟର ଗୁରୁ । ଯଦି କମ୍ପ୍ୟୁଟର ବାବଦରେ ଯାହା କିଛି ବି ଆଜି ଜାଣିଛି, ସେ ଗୁରୁ ହେଉଛନ୍ତି, କାକା ବିଶ୍ବମ୍ବର ମେହେର ।ଆଜି ହଠାତ୍ ତାଙ୍କ ହୃଦଘାତରେ ପରଲୋକ ହୋଇଯିବା ଶୁଣି ଆଶ୍ଚର୍ଯ୍ୟ । ଆଜିକାର ଦୁନିଆରେ ବିଶ୍ବମ୍ବର ମେହେରଙ୍କ ଭଲି ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତିତ୍ଵ ବିରଳ ।ଭଗବାନଙ୍କ ଠାରେ ପ୍ରାର୍ଥନା ତାଙ୍କର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ 👏🏻ତାଙ୍କର ପରିବାର‌ ତଥା ଦୁଇ ଝିଅଙ୍କୁ ଧୈର୍ଯ୍ୟ ଶକ୍ତି ଦିଅନ୍ତୁ ।