ଅବକାରୀ ବିଭାଗ ର ପଇଁତରା ସମୟରେ ଦୁଇ ଆସାମୀ ଗିରଫ l
ନବରଙ୍ଗପୁର, ୧୫/୦୩ ( ଶେଖର ଖୁରା ) : ଜିଲ୍ଲାପାଳ ଡ଼କ୍ଟର ମହେଶ୍ୱର ସ୍ୱାଇଁ ଙ୍କ ତଥା ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସ ଙ୍କ ନିର୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ତଥା ଖାତିଗୁଡା ଥାନା ଅର୍ନ୍ତଗତ, ଲାଉଗୁଡା ଛକ ନିକଟରେ, ଅବକାରୀ ପଇଁତରା କରୁଥିବା ସମୟରେ,
1. କୋରାପୁଟ ଜିଲ୍ଲା ର, ଵି ସିଙ୍ଗପୁର ଥାନା ଅନ୍ତର୍ଗତ, ଚୋପାଡ଼ି ଗ୍ରାମର ଜଣେ ପୁରୁଷ ଆସାମୀ ନିକଟରୁ 25 (ପଚିଶି )ଲିଟର ସଲପ ତାଡି ଜବତ କରାଗଲା ଏବଂ ଗୋଟିଏ Tvs XL 100 Heavy duty ଜବତ କରାଗଲା.
2. କୋରାପୁଟ ଜିଲ୍ଲାର, ବି ସିଂପୁର ଥାନା ଅନ୍ତର୍ଗତ, ଚୋପାଡ଼ି ଗ୍ରାମର ଆସାମୀ କମଳ ନାଏକ ନିକଟରୁ 20(କୋଡ଼ିଏ )ଲିଟର ସଲପ ତାଡି ଜବତ କରା ଗଲା ଏବଂ ଗୋଟିଏ Tvs xL super 100 Heavy duty ଜବତ କରାଗଲା.
ଆସାମୀ ବିନନ୍ଧ ବିଷୟ. ମକର ନାୟକ.ଦୁଇ ଜଣକୁ ଘଟଣା ସ୍ଥଳରେ 35 BNSS ସୂଚନା ଦେଇ ଛାଡି ଦିଆଗଲା. PR No- 139/2025-26 ଓ 140/2025-26 of Inspetor of Excise Nabarang pur Range ରେ ମକଦ୍ଦମା ରୁଜୁ କରାଗଲା, ଏହି ଚଢାଉ ରେ ରିସମା ସୁନା ଓ ଆକ୍ରମ ଖାନ, ସହଯୋଗ କରି ଥିଲେ।