Hot Posts

6/recent/ticker-posts

ଜିଲ୍ଲା ଶ୍ରମ ବିଭାଗର ଦୁର୍ନୀତି କୁ ନେଇ ସାମ୍ବାଦିକ ସମ୍ମିଳନୀ କଲେ ଶ୍ରମି ମହା ସଂଘ .

ନବରଙ୍ଗପୁର, ୧୫/୦୩ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲା ରାଜ ମିସ୍ତ୍ରୀ ଓ଼ ନିର୍ମାଣ ଶ୍ରମିକ ମହା ସଂଘ ର କର୍ମ କର୍ତ୍ତା ମାନେ ପାପଡାହାଣ୍ଡି ହାଣ୍ଡି ବ୍ଲକର କୁକୁଡ଼ା କୋଣାରୀ ରେ ଏକତ୍ରିତ ହୋଇ. ସଂଘ ର ବିଭିନ୍ନ ସମସ୍ୟା କୁ ନେହି ଆଲୋଚନା କରି ଜିଲ୍ଲା ଶ୍ରମ ବିଭାଗପକ୍ଷ ରୁ ନିର୍ମାଣ ଶ୍ରମିକ ମାନଙ୍କ ସହାୟତା ବଣ୍ଟନ ଓ଼ ନିର୍ମାଣ ଶ୍ରମିକ ପଞ୍ଜି କରଣ କ୍ଷେତ୍ରରେ ଦୁର୍ନୀତି ଓ଼ ଅନିୟମିତତା. ଜୀବିତ ଥିବା ଶ୍ରମିକ ମାନଙ୍କୁ ମୂର୍ତ ଦେଖାଇ. ଦଲାଲ ମାନଙ୍କ ସହିତ ଲକ୍ଷ ଲକ୍ଷ ଟଙ୍କାହୋଡପ କରିବା l ଜୀବିତ ଲୋକଙ୍କ ମୁର୍ତ୍ୟୁ ସାର୍ଟିଫିକେଟ ତଦନ୍ତ ନ କରି କିମିତି କାହାର ସୁପାରିଶ ରେ ସାର୍ଟିଫିକେଟ କାର୍ଯ୍ୟ କାରି ହେବା.ଜୀବିତ ଥିବା ବ୍ୟକ୍ତି ଙ୍କୁ ମୁର୍ତ୍ୟୁ କହି ସରକାର ଙ୍କ ବିଭିନ୍ନ ଯୋଜନା ରୁ ବଞ୍ଜିତ କରାଇବା. ଦୁର୍ନୀତି ସହ ଜଡିତ ବ୍ୟକ୍ତିଙ୍କୁ ଓ଼ ସରକାରୀ କର୍ମଚାରୀ ମାନଙ୍କୁ ଚାକିରିରୁ ବୋହିଷ୍କାର ନ କରି ଦୋଷୀ ମାନଙ୍କୁ ସୁରକ୍ଷା ଦେଲା ଭଳି କିଛି ମାମୁଲି ଦଲାଲ ମାନଙ୍କୁ ଗିରଫ କରାଯିବା ପଦକ୍ଷେ ଲୋକଙ୍କୁ ସନ୍ଦେହ ବଡାଉଛି.. ଓ଼ ନିର୍ମାଣ ଶ୍ରମିକ ସହାୟତା ଆବେଦନ କରିଥିଲି ସୁଦ୍ଧା ସେମାନଙ୍କୁ ସହାୟତା ନ ମିଳିବା ବିଭିନ୍ନ ଶ୍ରମିକ ସମସ୍ୟା ଗୁଡିକ କୁ ନେହି ଜିଲ୍ଲା ଶ୍ରମିକ ସଂଘ ତରଫରୁ ସାମ୍ବାଦିକ ସମ୍ମିଳନୀ କରା ଯାଇଛି. ଏହି ସମ୍ମିଳନୀ ରେ ଜିଲ୍ଲା ସଭାପତି. ବିପିନ ନାଗ.ଜିଲ୍ଲା ଆଇନ ଉପଦେଷ୍ଠା.ସିରାଜ ଉଦ୍ଦିନ ମହମଦ. ଆଶେର ଜାନି.ଜିଲ୍ଲା ସହ ସମ୍ପାଦକ.ରାଜେଶ ଜାନି.କୋଷାଧକ୍ଷ ପୋରସୁ ନାୟକ. ଜିଲ୍ଲା ସଭ୍ୟ. ରାମଧର ନାୟକ. କୃପା ଗରଡ଼ା ଙ୍କ ସହ ବହୁତ ଜିଲ୍ଲା ଶ୍ରମମିକ ସଭ୍ୟ ମାନେ ଯୋଗ ଦେଇଥିଲେ..ସମସ୍ୟା ର ସମାଧାନ କରିବା ପାଇଁ ତଦନ୍ତ କରି ଉଚିତ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରା ନ ଗଲେ lଜିଲ୍ଲା ନିର୍ମାଣ ଶ୍ରମିକ ମହା ସଂଘ ରାଜ ରାସ୍ତା ଙ୍କୁ ଉଲ୍ଲାହି ବାର ଚେତାବୋନି ଦେଇଥିବାର ଦେଖିବା କୁ ମିଳିଛି. l 


ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର