ନବରଙ୍ଗପୁର ୨୧/୦୩ ( ଶେଖର ଖୁରା ) : ସ୍ଥାନୀୟ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ଅଶୋକ ମେହେଟା ସମ୍ମିଳନୀ କକ୍ଷ ରେ ନବରଙ୍ଗପୁର ଜିଲ୍ଲାର ଅଣ କ୍ୟାଡର ସରକାରୀ ଓକିଲ ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ ଙ୍କ ଦ୍ୱାରା ଉଦଘାଟିତ ଏହି ପ୍ରଶିକ୍ଷଣ ଶିବିର ରେ ଉପ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ,ଜିଲ୍ଲା ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା , ଉପ-ନିର୍ଦ୍ଧେସିକା,ଅଭିଯୋଜନ ବିଭାଗ ଶ୍ରୀମତୀ ଶୈଳଜା ପଟ୍ଟନାୟକ, ଶ୍ରୀ ଅଜିତ କୁମାର ପଟ୍ଟନାୟକ, ନିଦର୍ଶିନୀ ରଥ,ସହ-ନିର୍ଦ୍ଧେଶକ ରୁପେଶ ପ୍ରଧାନୀ, ପବ୍ଲିକ ପ୍ରସିକ୍ୟୁଟର ମନୋଜ ଏକ୍କା, ସୁନନ୍ଦା ପ୍ରଧାନ,ଡ଼କ୍ଟର ଶିକ୍ଷା ରଥ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ପ୍ରମୁଖ ଉପସ୍ଥିତ ରହି ନବ ନିଯୁକ୍ତ ସରକାରୀ ଓକିଲ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ l ଏଥିରେ ଆଇନ ଅନୁସାରେ ଦୋଷୀ ମାନଙ୍କୁ କିଭଳି ଭାବରେ ଅଧିକ ରୁ ଅଧିକ ଦଣ୍ଡ ବିଧାନ କରାଯାଇପାରିବ ସେଥିନେଇ ଆଲୋଚନା କରାଯାଇଥିଲା l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ କୁମାର ପାଢ଼ୀ, ମୃତ୍ୟୁଞ୍ଜୟ ମହାରଣା,ସରୋଜ କୁମାର ବେହେରା,ସିମାଞ୍ଚଳ ପାଢ଼ୀ, ଶ୍ରୀକାନ୍ତ କୁମାର ପଣ୍ଡା,ସଞ୍ଜୀବ କୁମାର ଭକ୍ତ,ତପନ କୁମାର ସିଂ, ରାମଚନ୍ଦ୍ର ନାୟକ,ପୂର୍ଣ୍ଣଚନ୍ଦ୍ର ଗଣ୍ଡ,ବିଧୁ ଶେଖର ତ୍ରିପାଠୀ,ଶତାବ୍ଦୀ ପାଳ,ସ୍ଵାଗତିକା ସାମନ୍ତରାୟ,ଅରୁଣ ପ୍ରସନ୍ନ ନାୟକ,ଏକାମ୍ର ବିଷୋୟୀ,ସୁଧୀର କୁମାର ବେହେରା,ସୁବାଷ ପଟ୍ଟନାୟକ, ସିମାଞ୍ଚଳ ମଲ୍ଲିକ,ଦିବାନ ସିଂ,କିଶୋରୀ ପଟ୍ଟନାୟକ,ଗୋପୀନାଥ ସାହୁ,ଶିବ ଶଙ୍କର ପତି,ଦିବ୍ୟ ରଞ୍ଜନ ପାତ୍ର,କ୍ରିଷ୍ଣା ରାୟ,ହୀରାଧର ମାଳୀ, ପ୍ରଦୀପ ପଟ୍ଟନାୟକ,ସାଇରାମ ସାମନ୍ତରାୟ,ଶ୍ରୀନିବାସ ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ* l
ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର
